< ୧ମ କରନ୍ତିୟ 9 >

1 ମର୍‌ ଜାଇଟା ମନ୍‍ କଲାଟା, ସେଟା କାଇ କରିନାପାରି କି? ମୁଇ କାଇ ଗଟେକ୍‌ ପେରିତ୍‌ ନଇ କି? ମୁଇ କାଇ ଆମର୍‌ ମାପ୍‌ରୁ ଜିସୁର୍‍ ଦର୍‌ସନ୍‌ ପାଇ ନାଇ କି? ତମେ ସବୁ, ମୁଇ ମାପ୍‌ରୁର୍‌ ପାଇ କରିରଇବା କାମର୍‌ ଲାଗି ବିସ୍‍ବାସ୍‌ କଲାସ୍‍ ନାଇ କି?
Handina kusununguka here? Handizi mupostori here? Handina kuona Jesu Kristu Ishe wedu here? Imi hamusi chibereko chebasa rangu muna She here?
2 ଜଦି ମକେ ବିନ୍‍ ଲକ୍‌ମନ୍‌ ଗଟେକ୍‌ ପେରିତ୍‌ ବଲି ନ ନାମ୍‌ଲେ ମିସା, ତମେ ମକେ ସତ୍‌ ଇସାବେ ନାମି ଆଚାସ୍‌ । କାଇକେବଇଲେ ମାପ୍‌ରୁର୍‌ ସଙ୍ଗ୍‌ ତମର୍‌ ଜିବନ୍‌ ମିସ୍‌ଲାର୍‌ ଲାଗି, ମର୍‌ ପେରିତ୍‌ ପଦର୍‌ ସାକି ଆଚାସ୍‌ ।
Kunyange zvangu ndisiri mupostori kuna vamwe, zvirokwazvo ndiri mupostori kwamuri! Nokuti imi ndimi chisimbiso choupostori hwangu muna She.
3 ତମେ ଗଟେକ୍‍ ପେରିତ୍‌ କି? ବଲି ମକେ ପର୍‌ସନ୍‌ କର୍‌ବା ଲକ୍‌ମନ୍‌କେ ମୁଇ ଏ କାତା କଇବି ।
Uku ndiko kuzvidavirira kwangu kuna avo vanondigarira matare.
4 ଆମେ ମାପ୍‌ରୁ ଜିସୁର୍‌ ପେରିତ୍‌ ମନ୍‌ । ତାର୍‌ କାମର୍‌ ଲାଗି, କାଇବାଟା କି ପିଇବାଟା ମିଲ୍‌ଲେ, ସେଟା ନେବାର୍‌ ମର୍‌ ଅଦିକାର୍‌ ନାଇ କି?
Hatina kodzero yokuva nezvokudya nezvokunwa here?
5 ଅଲ୍‌ଗା ପେରିତ୍‌ମନର୍‌ ପାରା, ପିତର୍‌ ଆରି ଆମର୍‌ ମାପ୍‌ରୁ ଜିସୁର୍‌ ବାଇମନର୍‌ ପାରା, ବିସ୍‌ବାସ୍‌ କରିରଇବା ମାଇଜିକେ ବିବା ଅଇକରି ତାକେ ମର୍ ସଙ୍ଗ୍ ନେବାକେ କାଇ ମର୍‌ ଅଦିକାର୍‌ ନାଇ କି?
Hatina kodzero yokufamba nomukadzi mutendi here sezvinoita vamwe vapostori navanunʼuna vaShe naKefasi?
6 ଅବ୍‌କା ଜିଇବା କାଇବାକେ ମୁଇ ଆରି ବର୍‌ନବା ଆବଡ୍‌ କାମ୍‌ କର୍‌ତେ ରଇବୁ କି?
Kana kuti ini ndoga naBhanabhasi ndisu tinofanira kushanda kuti tirarame?
7 ବାବିଦେକା, ଗଟେକ୍‌ ସଇନ ଜୁଇଦେ ରଇଲାବେଲେ ନିଜେ କର୍‌ଚ କରି କେବେ କାମ୍‌ କରିପାରେ କି? ନାଇ, ନାପାରେ । କି ଗଟେକ୍‌ ଚାସି ତାର୍‌ କେତେ ଅନି ଅଇଲା ପସଲ୍‌, ତାର୍‌ କାଇବାର୍‌ ଅଦିକାର୍‌ ନାଇ କି? ଆରି କେ ଗରୁଗାଇ ପସିରଇକରି ସେମନର୍‌ ଦୁଦ୍‌ ନ କାଅତ୍‌ କି?
Ndianiko angandorwa muhondo achizviripira mubayiro? Ndianiko angasima munda wamazambiringa uye akasadya mazambiringa acho? Ndianiko angafudza makwai uye akasanwa mukaka wawo?
8 ମୁଇ କାଇ ଏଟା ମୁନୁସ୍‌ ଇସାବେ କଇଲିନି କି? ନିୟମେ ଏଟା ଲେକା ଅଏ ନାଇ କି?
Ko, ndinotaura izvo nokutaura kwavanhu here? Ko, murayiro haurevi zvimwe chetezvo here?
9 ସେ ନିୟମେ ଏନ୍ତାରି ଲେକା ଅଇଆଚେ । ଦାନ୍‌ ଗାନାଇ ବୁଲ୍‌ତେ ରଇବା ବଲଦର୍‌ ତମ୍‌ନାଇ ବାନ୍ଦାନାଇ । ଜେନ୍ତି କି ସେ ଅଲପ୍‌ ଅଲପ୍‌ କାଇତେରଇସି । ଏ ନିୟମ୍‌ ଲେକ୍‌ଲାବେଲେ ପର୍‌ମେସର୍‌ କାଇ ଏ ବଲଦ୍‌ମନର୍‌ ବିସଇସେ ଚିନ୍ତା କର୍‌ତେରଇଲା କି?
Nokuti zvakanyorwa mumurayiro waMozisi, zvichinzi, “Usasunga muromo wenzombe kana ichipura zviyo.” Ko, Mwari ane hanya nenzombe here?
10 ୧୦ ଏଟା ଆମର୍‌ ପାଇ ଲେକା ଅଇଲାଆଚେ । ଜେନ୍ତିକି ଜନ୍‌ ଲକ୍‌ମନ୍‌ କସ୍‌ବାତେଇ ଆରି କାଟ୍‌ବାତେଇ ମିସ୍‌ଲାଇ ଆଚତ୍‌, ସେମନ୍‌କେ ତେଇର୍‌ ପସଲ୍‌ଟାନେ ବାଗ୍‌ ମିଲ୍‌ସି ବଲି ଆସା କରି କାମ୍‌ କର୍‌ବାଇ ।
Zvirokwazvo anotaura izvi kwatiri, hazvisizvo here? Hongu, zvakanyorerwa isu, nokuti kana murimi achirima, nomupuri achipura, anofanira kuita izvi netariro yokuti achagoverwawo gohwo.
11 ୧୧ ଆମେ ତମର୍‌ ବିତ୍‌ରେ ଆତ୍‌ମାର୍‌ ମୁଞ୍ଜି ବୁନ୍‌ଲୁ ଆଚୁ । ସେଟାର୍‌ ପାଇ ତମର୍‌ଟାନେ ଅନି କାଇ ଜଗତର୍‌ ପସଲ୍‌ ପାଇବାକେ ମନ୍‍ କର୍‌ବାଟା, ଗଟେକ୍‌ କାରାପ୍‌ କାତା କି?
Kana isu takadyara zvinhu zvomweya pakati penyu, chingava chinhu chikuru here kana tikakohwa zvinhu zvenyu zvenyama?
12 ୧୨ ତମର୍‌ ଟାନେଅନି ଏଟା ଆସା କର୍‌ବାକେ ଜଦି ବିନ୍‍ ଲକ୍‌ମନର୍‌ ଅଦିକାର୍‌ ଆଚେ, ସେନ୍ତି ବଇଲେ ତାକର୍‌ଟାନେଅନି ଆମର୍‌ ଅଦିକାର୍‌ ବେସି ନଏଁ କି? ଏଲେ ମିସା ସେ ଅଦିକାର୍‌ ଆମେ ବେବାର୍‌ କରୁନାଇ, ମାତର୍‌ କିରିସ୍‌ଟର୍‌ ସୁବ୍‍କବର୍‍କେ କାଇମିସା ଅସୁବିଦା ନ ଆସ ବଲି ଆମେ ସବୁ ରକାମର୍‌ କସ୍‌ଟ ମୁର୍‍ଚି କରି ରଇଲୁନି ।
Kana vamwe vane kodzero iyi yokuwana rubatsiro kubva kwamuri, hatifaniri kutowana zvikuru here? Asi hatina kushandisa kodzero iyi. Asi tinotambudzika pane zvose kuitira kuti tirege kukanganisa vhangeri raKristu.
13 ୧୩ ଜନ୍‌ ଲକ୍‌ମନ୍‌ ମନ୍ଦିରେ ସେବା କଲାଇନି, ସେମନ୍‌ ମନ୍ଦିରେ ଅନି କାଦି ପାଇବାଇ । ଆରି ଜେ ସବୁଦିନେ ବେଦିଟାନେ ବଲି ଦେଲାଇନି, ସେମନ୍‌ ବେଦିଟାନେ ବଲିକଲା ବାଟାଇ ମିସ୍‌ବାଇ, ଏଟା ତମେ ଜାନିଆଚାସ୍‌ ।
Hamuzivi here kuti vaya vanoshumira mutemberi vanowana zvokudya zvavo mutemberi, uye vanoshumira paaritari vanodya zvearitari?
14 ୧୪ ସୁସମାଚାର୍‌ ଜାନାଇବା ଲକ୍‍, ତେଇଅନି ଜିଉନା କାଉନା କରା ବଲି ମାପ୍‌ରୁ ଆଦେସ୍‌ ଦେଲାଆଚେ ।
Saizvozvowo, Ishe akarayira kuti vanoparidza vhangeri vanofanira kuwana zvinovararamisa kubva pavhangeri.
15 ୧୫ ମାତର୍‌ ମୁଇ ଏନ୍ତାରି କାଇମିସା ଅଦିକାର୍‌ ମାଙ୍ଗିନାଇ, ଏ ବିସଇ ଦାବି କର୍‌ବାକେ ମୁଇ ଲେକିନାଇ । ତମର୍‌ଟାନେଅନି ମାଙ୍ଗ୍‌ବା ବାଦୁଲେ ମୁଇ ମରିଜିବି ସିନା, ନ ମାଙ୍ଗି । କାଇକେବଇଲେ ମୁଇ ତମର୍‌ଟାନେ କାଇଟା ନ ମାଙ୍ଗ୍‌ତେ କାମ୍‌ କଲି, ବଲି ବଡ୍‌ପନ୍‌ ଅଇବି ।
Asi handina kushandisa kana imwe yekodzero idzi. Uye handisi kunyora izvi ndine tariro yokuti muchandiitira zvinhu zvakadai. Zviri nani kuti ndife zvangu pano kuti mumwe munhu anditorere chinhu ichi chandinozvirumbidza nacho.
16 ୧୬ ସୁବ୍‍କବର୍‌ ସୁନାଇଲିନି ବଲି ମର୍‌ ବଡ୍‌ପନ୍‌ ଅଇବା ଅଦିକାର୍‌ ନାଇ, କାଇକେବଇଲେ ଏଟା ମକେ ତିଆରିରଇବା କାମ୍‌ । ଜଦି ମୁଇ ସୁବ୍‍କବର୍‍ ନ ଜାନାଇଲେ ମକେ ବଡ୍‌ ଡଣ୍ଡ୍‌ ମିଲ୍‌ସି ।
Asi kana ndichiparidza vhangeri, handingazvirumbidzi, nokuti ndinosungirwa kuti ndiparidze. Ndine nhamo, kana ndisingaparidzi vhangeri!
17 ୧୭ ଏଟା ଜଦି ମୁଇ ନିଜର୍‌ ମନ୍‍ କଲା ଇସାବେ କଲେ, କୁଲି ପାଇବାକେ ମର୍‌ ଅଦିକାର୍‌ ରଇତା । ମାତର୍‌ ପର୍‌ମେସର୍‌ ମକେ ଏ କାମ୍‌ ସର୍‌ପି ଦେଲାକେ, ମୁଇ ଏଟା କଲିନି ।
Kana ndichiparidza nokuda kwangu, ndino mubayiro; kana ndichiita ndisingadi, ndiri kungoita chete izvo zvandakapiwa kuti ndiite.
18 ୧୮ ସେନ୍ତାର୍‌ଆଲେ ମକେ କେତେକ୍‌ କୁଲି ମିଲ୍‌ଲାନି? ମର୍‌ କର୍‌ଚା ପାଇ ମାଙ୍ଗ୍‌ବାକେ ମର୍‌ ଦାବି ରଇଲେ ମିସା, ମୁଇ କୁଲି ନ ପାଇତେ ସୁବ୍‍କବର୍‍ ଜାନାଇଲିନି । ସୁବ୍‍କବର୍‍ ଜାନାଇବାକେ ଜନ୍‍ ଅଦିକାର୍‍ ମୁଇ ପାଇ ଆଚି, ସେଟାସେ ମର୍‌ କୁଲି ।
Zvino mubayiro wangu ndoweiko? Ndiwo uyu, kuti mukuparidza vhangeri ndizviite pasina muripo, uye ndisingashandisi kodzero dzangu mukuriparidza.
19 ୧୯ ଏଟାର୍‌ପାଇ ମୁଇ କାର୍‌ ତଲିଆ ନାଇ କି କାର୍‌ ଗତିଦାଙ୍ଗ୍‌ଡା ନାଇ । ଅଇଲେ ମିସା କେତେକ୍‌ କେତେକ୍‌ ଲକ୍‌କେ କିରିସ୍‌ଟର୍‌ତେଇ ଆନ୍‌ବାକେ ମୁଇ ସବୁଲକର୍‌ ଗତିଦାଙ୍ଗ୍‌ଡା ଅଇଆଚି ।
Kunyange zvangu ndakasununguka uye ndisiri muranda womunhu, ndakazviita muranda wavose, kuti ndiwane vazhinji kwazvo.
20 ୨୦ ମୁଇ ଜିଉଦି ଲକ୍‌ମନ୍‌କେ ପାଇବାକେ, ତାକର୍‍ ପାରା ଚଲାଚଲ୍‌ତି କଲିନି, ଜେନ୍ତିକି ମୁଇ ସେମନ୍‌କେ କିରିସ୍‌ଟର୍‌ ବାଟେ ଆନିପାର୍‌ବି । ମୁଇ ଜଦି ମସାର୍‌ ନିୟମର୍‍ ତଲିଆର୍‌ ନ ଅଇରଇଲେ ମିସା, ସେମନ୍‌କେ କିରିସ୍‌ଟର୍‌ ବାଟେ ଆନ୍‌ବାକେ, ନିୟମ୍‌ ମାନ୍‌ବା ଲକର୍‌ ପାରା ଚଲାଚଲ୍‌ତି କଲିନି ।
KuvaJudha ndakava somuJudha, kuti ndiwane vaJudha. Kuna vari pasi pomurayiro ndakava somunhu ari pasi pomurayiro (kunyange ini ndisiri pasi pomurayiro), kuti ndiwane vari pasi pomurayiro.
21 ୨୧ ସେନ୍ତାରିସେ ଜିଉଦି ନ ଅଇଲା ଲକ୍‌ମନର୍‌ ସଙ୍ଗ୍‌ ରଇଲାବେଲେ, ମୁଇ ଜିଉଦି ନିୟମ୍‌ ମାନି ନାଇ । ସେ ବେଲେ ମୁଇ ଜିଉଦି ନ ଅଇଲା ଲକର୍‌ ପାରା ଚଲାଚଲ୍‌ତି କର୍‌ବି । ଜେନ୍ତିକି ସେମନ୍‌କେ କିରିସ୍‌ଟର୍‌ ବାଟେ ଆନିପାର୍‌ବି । ଏଟାର୍‌ ଅରତ୍‌ ନଏଁ ଜେ ମୁଇ ପର୍‌ମେସରର୍‌ ନିୟମ୍‌ ମାନି ନାଇ । କାଇକେବଇଲେ ମୁଇ କିରିସ୍‌ଟର୍‌ ନିୟମର୍‌ ତଲେ ଆଚି ।
Kuna vasina murayiro, ndakava somunhu asina murayiro (kunyange zvangu ndisina kusununguka kubva pamurayiro waMwari, ndiri pasi pomurayiro waKristu), kuti ndiwane vaya vasina murayiro.
22 ୨୨ ଜେଡେବେଲେ ମୁଇ ବିସ୍‌ବାସେ ଦୁର୍‌ବଲ୍‌ ଲକର୍‌ ସଙ୍ଗ୍‍ ରଇବି, ତାକର୍‌ପାରା ଦୁର୍‌ବଲ୍‌ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍‌କେ କିରିସ୍‌ଟର୍‌ ବାଟେ ଆନି ପାର୍‌ବି । ସେଟାର୍‌ପାଇ ମୁଇ ବିନ୍‌ ବିନ୍‌ ଲକର୍‌ଟାନେ ବିନ୍‌ ବିନ୍‌ ରକାମ୍‌ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍‌କେ ରକିଆ କର୍‌ବି ।
Kuna vasina simba ndakava sendisina simba, kuti ndiwane vaya vasina simba. Ndakava zvose kuvanhu vose kuitira kuti ndiponese vamwe nemitoo yose inogoneka.
23 ୨୩ କିରିସ୍‌ଟର୍‌ ସୁବ୍‌କବର୍‌ ସବୁବାଟେ ଜାନାଇବାକେ ଆରି ତାର୍‌ ଆସିର୍‌ବାଦ୍‌ ପାଇବାକେ ମୁଇ ସବୁଟା କଲିନି ।
Ndinoita zvose izvi nokuda kwevhangeri, kuti ndigovere maropafadzo aro.
24 ୨୪ ଆରାଜିତା ଟାନେ ପାଲାଇବା ଲକ୍‌ ବେସି ଆଚତ୍‌, ଏଟା ସତ୍‌ । ମାତର୍‌ ଗଟେକ୍‍ ଲକ୍‌କେସେ ପୁରୁସ୍‌କାର୍‌ ମିଲ୍‌ସି । ଏଟା ତମେ ଜାନିଆଚାସ୍‌ । ତମେ ମିସା ପୁରୁସ୍‌କାର୍‌ ପାଇଲା ପାରା ପାଲାଆ ।
Hamuzivi here kuti panhangemutange vanhu vose vanomhanya, asi mumwe chete ndiye anopiwa mubayiro? Mhanyai zvokuti mugowana mubayiro.
25 ୨୫ ଜେ ପାଲାଇବାଟାନେ ବାଗ୍‌ ନେଇସି, ସେ ଅବିଆସ୍‌ କରି, ତାର୍‌ ଗାଗଡ୍‌ ଡାଟ୍‌ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍‌କାର୍‌ ମିଲାଇବାକେ ସେଟା କର୍‌ସି । ମାତର୍‌ ଆମେ, କେବେ ମିସା ନ ନସ୍‌ବା ପୁରୁସ୍‌କାର୍‌ ପାଇବାକେ, ସେଟା କଲୁନି ।
Vanhu vose vanopinda mumutambo vanozvirovedza zvakaoma. Vanoita izvi kuti vawane korona isingagari; asi isu tinozviita kuti tiwane korona inogara nokusingaperi.
26 ୨୬ ମୁଇ ଏନେତେନେ ନ ଦେକି ସାରାସାରି କେଟ୍‌ବାଟାନେ ପାଲାଇବା ଲକର୍‌ ପାରା ଆଚି । ମୁଇ ଗଟେକ୍‌ ବିଦା ସଙ୍ଗ୍‌ ଜୁଇଦ୍‌ କର୍‌ବା ଲକର୍‌ପାରା, ଜେକି ତାର୍‌ ବିଦା ମାର୍‌ଲେ ପାଇସି ଆକା ।
Naizvozvo handimhanyi somunhu asina chinangwa; handirwi somunhu anorova mhepo.
27 ୨୭ ମୁଇ କସ୍‌ଟ ମୁର୍‍ଚିକରି ଗାଗଡ୍‌ ମେଲା ଚାଡିନାଇ । କାଇକେ ବଇଲେ ବିନ୍‍ ଲକ୍‌ମନର୍‌ ଲଗେ ସୁବ୍‍କବର୍‍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍‌ ।
Kwete, ndinorovedzera muviri wangu uye ndinouita muranda wangu kuitira kuti mushure mokunge ndapedza kuparidzira vamwe, ini pachangu ndirege kushayiwa mubayiro.

< ୧ମ କରନ୍ତିୟ 9 >