< Lukáš 6 >

1 I stalo se v druhou sobotu, že šel Ježíš skrze obilí. I trhali učedlníci jeho klasy, a rukama vymínajíce, jedli.
ତରେକ୍‌ ବିସ୍‌ରାମ୍‌ ବାରେ ଜିସୁ ତାସ୍‌ ରଇଲା ପଦାବାଟେ ଜିବାବେଲେ ତାର୍‌ ସିସ୍‌ମନ୍‌ କେଡ୍‌ ଚିଡାଇ ଆତେ ରମ୍‌ଦି କାଇତେରଇଲାଇ ।
2 Tehdy někteří z farizeů řekli jim: Proč to činíte, čehož nesluší činiti v svátky?
ସେମନ୍‌କେ ଦେକ୍‌ତେରଇବା ପାରୁସି ଲକ୍‌ମନର୍‌ ବିତ୍‌ରେଅନି କେତେଲକ୍‌ କଇଲାଇ, “ବିସ୍‌ରାମ୍‌ ବାରେ ଜନ୍‌ଟା କର୍‌ବାର୍‌ ବିଦି ନଏଁ, ସେଟା ତମେ କାଇକେ କଲାସ୍‌ନି?”
3 I odpověděv Ježíš, řekl jim: Což jste ani toho nečtli, co jest učinil David, když lačněl, on i ti, kteříž s ním byli?
ଜିସୁ ସେମନ୍‌କେ କ‍ଇଲା, “ଦାଉଦ୍‌ ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌ ବୁକେ ରଇଲାବେଲେ, ଦାଉଦ୍‌ କାଇଟା କରିରଇଲା, ସେଟା କାଇ ତମେ ପଡାସ୍‌ ନାଇ କି?
4 Kterak všel do domu Božího, a chleby posvátné vzal a jedl, a dal i těm, kteříž s ním byli, jichžto nenáleží jísti než toliko samým kněžím?
ସୁନା, ଦାଉଦ୍‌ ପର୍‌ମେସରର୍‌ ଗରେ ପୁରି, ପର୍‌ମେସର୍‌କେ ସର୍‌ପି ଅଇରଇଲା ଜନ୍‌ ରୁଟି, ପୁଜାରିମନ୍‌କେ ଚାଡି ଆରି କେ ମିସା କାଇବାର୍‌ ବିଦି ନ ରଇଲା, ସେଟା ନେଇକରି କାଇଲା ଆରି ତାର୍‌ ସଙ୍ଗର୍‌ ଲକ୍‌ମନ୍‌କେ ମିସା ଦେଇରଇଲା ।”
5 I řekl jim: Že jest Syn člověka pánem také i dne svátečního.
ଆରି ଜିସୁ କଇଲା, “ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମୁଇ ବିସ୍‌ରାମ୍‌ ବାରେ ଲକ୍‌ମନ୍‌ କାଇଟା କର୍‌ବାର୍‌ ଆଚେ କାଇଟା କର୍‌ବାର୍‌ ନାଇ, ସେଟା କଇବାର୍‌ ମର୍‌ ଅଦିକାର୍‌ ଆଚେ ।”
6 Stalo se pak i v jiný den sváteční, že všel do školy Ježíš, a učil. A byl tu člověk, jehož pravá ruka byla uschlá.
ଆରି ଜିସୁ ବିନ୍‌ ଗଟେକ୍‌ ବିସ୍‌ରାମ୍‌ବାରେ, ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ ଜାଇକରି ସିକାଇତେରଇଲା । ତେଇ ଗଟେକ୍‌ ଲକ୍‌ ରଇଲା । ତାର୍‍ ଉଜା ଆତ୍‌ ସୁକିଜାଇରଇଲା ।
7 I šetřili ho zákoníci a farizeové, bude-li v sobotu uzdravovati, aby nalezli, čím by jej obžalovali.
ଆରି ଜିସୁ ବିସ୍‌ରାମ୍‌ବାରେ ମିସା କେ ଜାନେ ନିକ କର୍‌ସି, ଏଟା ଦେକୁ ବଲି ପାରୁସି ଲକ୍‌ମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ତାକେସେ ଦେକି ଦେକି ରଇଲାଇ, କାଇକେବଇଲେ ତାର୍‌ ବିରୁଦେ ଦସ୍‌ ଦାର୍‌ବାକେ ।
8 Ale on znal přemyšlování jich. I dí člověku, kterýž měl ruku uschlou: Vstaň, a stůj v prostředku. A on vstav, i stál.
ମାତର୍‌ ଜିସୁ ତାକର୍‌ ମନେ ବାବ୍‌ଲାଟା ଜାନିକରି, ଜନ୍‌ ଲକର୍‌ ଆତ୍‌ ସୁକିଜାଇରଇଲା, ତାକେ କଇଲା, “ଉଟ୍‌ ଆରି ସବୁଲକର୍‌ ମୁଆଟେ ଟିଆ ଅ ।” ଆରି ସେଲକ୍‌ ଉଟି ଟିଆଅଇଲା ।
9 Tedy řekl k nim Ježíš: Otíži se vás na jednu věc: Sluší-li v sobotu dobře činiti? duši zachovati, čili zatratiti?
ତେଇ ଜିସୁ ସେମନ୍‌କେ କଇଲା, “ମୁଇ ତମ୍‌କେ ପାଚାର୍‌ଲିନି, ବିସ୍‌ରାମ୍‌ବାରେ ବିଦି ଇସାବେ କାଇଟା କର୍‌ବାର୍‌? ନିକ କର୍‌ବାର୍‌ କି କାରାପ୍‌ କର୍‌ବାର୍‌? ଜିବନ୍‌ ବଁଚାଇବାର୍‌ କି ମରାଇବାର୍‌?”
10 A pohleděv na ně na všecky vůkol, dí člověku: Vztáhni ruku svou. A on učinil tak. I navrácena jest k zdraví ruka jeho a byla jako druhá.
୧୦ଆରି ସେ ଚାରିବେଡ୍‌ତି ସବୁକେ ଦେକି ସେ ଲକ୍‌କେ କଇଲା, “ତମର୍‌ ଆତ୍‌ ଲାମାଆ ।” ତେଇ ସେ ସେନ୍ତାର୍‌ କଲା, ଆରି ତାର୍‌ ଆତ୍‌ ପୁରାପୁରୁନ୍‌ ନିକ ଅଇଗାଲା ।
11 Oni pak naplněni jsou hněvivou nemoudrostí, a rozmlouvali mezi sebou, co by učiniti měli Ježíšovi.
୧୧ମାତର୍‌ ପାରୁସିମନ୍‌ ଆରି ସାସ୍‌ତର୍‌ ସିକାଉମନ୍‌ ବେସି ରିସା ଅଇଗାଲାଇ ଆରି ଜିସୁର୍‌ ବିରୁଦେ “କାଇଟା କରୁ?” ବଲି ତାକର୍‌ ତାକର୍‌ ବିତ୍‌ରେ ନିଆଇ କଲାଇ ।
12 I stalo se v těch dnech, vyšel Ježíš na horu k modlení. I byl tam přes noc na modlitbě Boží.
୧୨ସେବେଲେ ଦିନେକ୍‌ ଜିସୁ ପାର୍‌ତନା କର୍‌ବାକେ ବାରଇ, ପର୍‌ବତେ ଗାଲା ଆରି ଗୁଲାଇରାତି ପର୍‌ମେସର୍‌କେ ପାର୍‌ତନା କରି କରି ରଇଲା ।
13 A když byl den, povolal učedlníků svých, a vyvolil z nich dvanácte, kteréž i apoštoly nazval.
୧୩ସାକାଲ୍‌ ପାଇଲାକେ, ଜିସୁ ସିସ୍‌ମନ୍‌କେ ଲଗେ ଡାକି ସେମନର୍‌ ବିତ୍‌ରେଅନି ବାର ଲକ୍‌କେ ବାଚ୍‌ଲା, ଆରି ସେମନ୍‌କେ ପେରିତ୍‌ ବଲି ନାଉଁ ଦେଲା ।
14 (Šimona, kterémuž také dal jméno Petr, a Ondřeje bratra jeho, Jakuba a Jana, Filipa a Bartoloměje,
୧୪ସେମନ୍‌ ରଇଲା, ସିମନ୍‌ ଜାକେ କି ସେ ପିତର୍‌ ବଲି ମିସା ନାଉଁ ଦେଲା, ଆରି ସିମନର୍‌ ବାଇ ଆନ୍ଦ୍‌ରିୟ, ଜାକୁବ୍‌ ଆରି ଜଅନ୍‌, ପିଲିପ୍‌ ଆରି ବାର୍‌ତଲମି ।
15 Matouše a Tomáše, Jakuba syna Alfeova, a Šimona, kterýž slove Zelótes,
୧୫ମାତିଉ ଆରି ତମା, ଆଲ୍‌ପିର୍‌ ପ ଜାକୁବ୍‌ ଆରି ସିମନ୍‌, ଜାକେ କି କାଇ କାମ୍‌ କର୍‌ବାକେ ମିସା ଆଗ୍‌ତୁ ଅଇସି ବଲି କଇବାଇ ।
16 Judu bratra Jakubova, a Jidáše Iškariotského, kterýž pak byl zrádce.)
୧୬ଜାକୁବର୍‌ ପ ଜିଉଦା ଆରି ଇସ୍‌କାରିତ ଜିଉଦା, ଜେ କି ଜିସୁକେ ସତ୍‌ରୁମନ୍‍କେ ସର୍‌ପିଦେଇ ରଇଲା ।
17 I sstoupiv s nimi s hory, stál na místě polním, a zástup učedlníků jeho, a množství veliké lidu ze všeho Judstva i z Jeruzaléma, i z Týru i z Sidonu, jenž při moři jsou, kteříž byli přišli, aby jej slyšeli a uzdraveni byli od neduhů svých,
୧୭ଆରି ଜିସୁ ପେରିତ୍‌ମନର୍‌ ସଙ୍ଗ୍‌ ଉତ୍‌ରିକରି, ଗଟେକ୍‌ ସଦ୍‌ରମ୍‌ ରଇଲା ଜାଗାଇ ଟିଆଅଇଲା । ଆରି ତେଇ ତାର୍‌ ବେସି ସିସ୍‌ମନ୍‌, ଜିଉଦା ରାଇଜର୍‌ ବେସି ଲକ୍‌, ଜିରୁସାଲାମ୍‌ ଆରି ସମ୍‌ଦୁର୍‌ ପାଲି ରଇବା ସର ଆରି ସିଦନ୍‌ ସଅରେଅନି ବେସି ଲକ୍‌ମନ୍‌ ରୁଣ୍ଡିରଇଲାଇ ।
18 I kteříž trápeni byli od duchů nečistých. A byli uzdravováni.
୧୮ଲକ୍‌ମନ୍‌ ତାର୍‌ ବାକିଅ ସୁନ୍‌ବାକେ ଆରି ନିଜର୍‌ ନିଜର୍‌ ରଗେଅନି ନିକ ଅଇବାକେ ଆସିରଇଲାଇ । ଜନ୍‌ ଲକ୍‌ମନ୍‌ ଡୁମା ଦାରାଇଅଇ ଦୁକ୍‌ କସ୍‌ଟ ପାଇତେରଇଲାଇ, ସେମନ୍‌କେ ଜିସୁ ନିକ କଲା ।
19 A všecken zástup hledal se ho dotknouti; nebo moc z něho vycházela, a uzdravovala všecky.
୧୯ସବୁଲକ୍‌ମନ୍‌ ଜିସୁକେ ଚିଇବାକେ ଚେସ୍‌ଟା କର୍‌ତେରଇଲାଇ । କାଇକେବଇଲେ ତାର୍‌ ଗାଗ୍‌ଡେଅନି ମାପ୍‌ରୁର୍‌ ବପୁ ବାରଇତେରଇଲା ଆରି ସବୁଲକ୍‌ମନ୍‌କେ ନିକ କରତେରଇଲା ।
20 A on pozdvih očí svých na učedlníky, pravil: Blahoslavení chudí, nebo vaše jest království Boží.
୨୦ସେବେଲେ ଜିସୁ ନିଜର୍‌ ସିସ୍‌ମନର୍‌ ବାଟେ ଦେକି କଇଲା, “ତମେ ଏବେ କାକୁର୍‌ତି ଅଇଆଚାସ୍‌ ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ପର୍‌ମେସରର୍‌ ରାଇଜ୍‌ ତମର୍‌ଟା ।
21 Blahoslavení, kteříž nyní lačníte, nebo nasyceni budete. Blahoslavení, kteříž nyní plačete, nebo smáti se budete.
୨୧ତମେମନ୍‌ ଏବେ ବୁକେ ଆଚାସ୍‌, ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ, ତମ୍‌କେ ପର୍‌ମେସର୍‌ ପୁରାପୁରୁନ୍‌ ଦେଇସି । ତମେମନ୍‌ ଏବେ କାନ୍ଦ୍‌ଲାସ୍‌ନି, ତମର୍‌ କେଡେକ୍‌ ନିକ କରମ୍‌, କାଇକେବଇଲେ ତମେମନ୍‌ ସାର୍‌ଦା ଅଇକରି ଆଁସ୍‌ସା ।”
22 Blahoslavení budete, když vás nenáviděti budou lidé, a když vás vyobcují, a haněti budou, a vyvrhou jméno vaše jakožto zlé, pro Syna člověka.
୨୨ଲକ୍‌ମନ୍‌ ଜେବେ ପର୍‌ମେସର୍‌ ପାଟାଇରଇବା ନର୍‌ପିଲା ମର୍‌ ଲାଗି ତମ୍‌କେ ଇନ୍‌ କର୍‌ବାଇ, ଆରି ବେଗ୍‌ଲାଇ ଦେବାଇ, ନିନ୍ଦାକରି ତମର୍‌ ନାଉଁ ମନ୍ଦ୍‌ ବଲି ଦାର୍‌ବାଇ, ତମର୍‌ କେଡେକ୍‌ ନିକ କରମ୍‌ ।
23 Radujte se v ten den a veselte se, nebo aj, odplata vaše mnohá jest v nebesích. Takť jsou zajisté činívali prorokům otcové jejich.
୨୩ସେ ଦିନେ ସାର୍‌ଦା ଅଇ ନାଟ୍‌ କର୍‌ସା । କାଇକେବଇଲେ ଦେକା, ସର୍‌ଗେ ତମର୍‌ ପୁରୁସ୍‌କାର୍‌ ଅଦିକ୍‌ ଆରି ସେନ୍ତାରି ତା ସେମନର୍‌ ଆନିଦାଦିମନ୍‌, ବବିସତ୍‍ବକ୍‍ତାମନ୍‌କେ କର୍‌ତେରଇଲାଇ ।
24 Ale běda vám bohatým, nebo vy již máte potěšení své.
୨୪ମାତର୍‌ ଏ ଡଣ୍ଡ୍‌ ପାଉମନ୍‌, ତମେମନ୍‌ ଏବେ ସାଉକାର୍‌ ଆଚାସ୍‍, କାଇକେବଇଲେ ତମେ ନିଜେ ନିଜେ ସୁକ୍‌ ପାଇଲାସ୍‌ବେ ।
25 Běda vám, kteříž jste nasyceni, nebo lačněti budete. Běda vám, kteříž se nyní smějete, nebo kvíliti a plakati budete.
୨୫ଏ ଡଣ୍ଡ୍‌ପାଉମନ୍‌, ଏବେ ତମେ ନିକସଙ୍ଗ୍‌ କାଇଲାସ୍‌ନି, କାଇକେବଇଲେ, ତମେ ବୁକେସେ ରଇସା । ଏ ଡଣ୍ଡ୍‌ପାଉମନ୍‌, ତମେମନ୍‌ ଏବେ ଆଁସ୍‌ଲାସ୍‌ନି, କାଇକେବଇଲେ ପଚେ ଦୁକେ ରଇକରି କାନ୍ଦ୍‌ସା ।
26 Běda vám, když by dobře o vás mluvili všickni lidé; nebo tak jsou činívali falešným prorokům otcové jejich.
୨୬“ଜେଡେବେଲେ ତମ୍‌କେ ଲକ୍‌ମନ୍‌ ବଲ୍‌ ବଲିକରି ବାବ୍‌ଲାଇନି, ଏ ଡଣ୍ଡ୍‌ପାଉମନ୍‌, ତାକର୍‌ ଆନିଦାଦି ତା ମାପ୍‌ରୁର୍‌ କାତା ବୁଲ୍‌କାଉମନର୍‌ପାଇ ସେନ୍ତାରି କର୍‌ତେରଇଲାଇ ।”
27 Ale vámť pravím, kteříž slyšíte: Milujte nepřátely vaše, dobře čiňte těm, kteříž vás nenávidí,
୨୭“ମାତର୍‌ ତମେମନ୍‌ ସୁନି ଆଚାସ୍‍ଜେ ମୁଇ ତମ୍‌କେ କଇଲିନି, ତମର୍‌ ସତ୍‌ରୁମନ୍‌କେ ଆଲାଦ୍‌ କରା, ଜନ୍‌ ଲକ୍‌ମନ୍‌ ତମ୍‌କେ ଇନ୍‌ କର୍‌ବାଇ, ସେମନର୍‌ ମଙ୍ଗଲ୍‌ କରା ।
28 Dobrořečte těm, kteříž vás proklínají, a modlte se za ty, kteříž vám bezpráví činí.
୨୮ଜନ୍‌ ଲକ୍‌ମନ୍‌ ତମ୍‌କେ ସାଇପ୍‌ ଦେବାଇ, ସେମନ୍‌କେ ଆସିର୍‌ବାଦ୍‌ କରା । ଜନ୍‌ ଲକ୍‌ମନ୍‌ ତମ୍‌କେ ଇଜତ୍‌ ଜିକ୍‌ବାଇ, ସେମନର୍‌ପାଇ ପାର୍‌ତନା କରା ।
29 A udeřil-li by tebe kdo v líce jedno, nasaď mu i druhého, a tomu, kterýž tobě odjímá plášť, také i sukně nebraň.
୨୯ଜେ ତମ୍‌କେ ଗଟେକ୍‌ ଗାଲେ ଚାପଡ୍‌ ମାର୍‌ସି, ତାକେ ଆରିଗଟେକ୍‌ ଗାଲ୍‌ ମିସା ଦେକାଇଦିଆସ୍‌ । ଜେ ତମର୍‌ ଚାଦର୍‌ ଦାରିଜାଇସି, ତାକେ ତମର୍‌ ପିନ୍ଦ୍‌ଲାଟା ନେବାକେ ମିସା ମନା କରାନାଇ ।
30 Každému pak prosícímu tebe dej, a od toho, jenž béře tvé věci, zase nežádej.
୩୦ଜେ ତମ୍‌କେ ମାଙ୍ଗ୍‌ସି, ତାକେ ଦିଆସ୍‌ । ଆରି ଜେ ତମର୍‌ ଦନ୍‌ ସଁମ୍‌ପତି ଉଦାର୍‌ ନେଇସି, ତାର୍‌ଟାନେଅନି ସେଟା ଆରିତରେକ୍‌ ମାଙ୍ଗାନାଇ ।
31 A jakž chcete, aby vám lidé činili, i vy jim též podobně čiňte.
୩୧ଲକ୍‌ମନ୍‌ ତମ୍‌କେ ଜେନ୍ତି କରତ୍‌ ବଲି ମନ୍‌ କଲାସ୍‍ନି, ତମେମିସା ସେମନର୍‌ଟାନେ ସେନ୍ତାର୍‌ କରା ।”
32 Nebo jestliže milujete ty, kteříž vás milují, jakou míti budete milost? Nebo i hříšníci milují ty, od nichž milováni bývají.
୩୨“ଆରି ଜନ୍‌ ଲକ୍‌ମନ୍‌ ତମ୍‌କେ ଆଲାଦ୍‌ କଲାଇନି, ଜଦି ସେମନ୍‌କେସେ ତମେ ଆଲାଦ୍‌ କର୍‌ସା ବଇଲେ କାଇ ଆସିର୍‌ବାଦ୍‌ ପାଇସା? କାଇକେବଇଲେ ପାପିମନ୍‌ ମିସା ସେନ୍ତାରି କର୍‌ବାଇ ।
33 A budete-li dobře činiti těm, kteříž vám dobře činí, jakou máte milost? Však i hříšníci totéž činí.
୩୩ଜଦି ଜନ୍‌ ଲକ୍‌ମନ୍‌ ତମର୍‌ ମଙ୍ଗଲ୍‌ କଲାଇନି, ସେମନ୍‌କେସେ ମଙ୍ଗଲ୍‌ କର୍‌ସା ବଇଲେ, କାଇ ଆସିର୍‌ବାଦ୍‌ ପାଇସା? କାଇକେବଇଲେ ପାପିମନ୍‌ ମିସା ସେନ୍ତାରି କର୍‌ବାଇ ।
34 A budete-li půjčovati těm, od kterýchž se nadějete zase vzíti, jakou máte milost? Však i hříšníci hříšníkům půjčují, aby tolikéž zase vzali.
୩୪ଆରି ଜନ୍‌ ଲକ୍‌ମନର୍‌ଟାନେଅନି ତମର୍‌ ମିଲାଇବାର୍‌ ଆସା ରଇସି, ଜଦି ସେମନ୍‌କେସେ ଉଦାର୍‌ ଦେଇସା ବଇଲେ, ତମେ କାଇ ଆସିର୍‌ବାଦ୍‌ ପାଇସା? ପାପିମନ୍‌ ମିସା ସମାନ୍‌ ଇସାବେ ବାନ୍ଦ୍‌ଲାଟା ମିଲବଲି, ରୁନ୍‌ ଦେବାଇ ।
35 Protož milujte nepřátely vaše, a dobře čiňte, a půjčujte, nic se odtud nenadějíce, a budeť odplata vaše mnohá, a budete synové Nejvyššího. Nebo on dobrotivý jest i k nevděčným a zlým.
୩୫ମାତର୍‌ ତମର୍‌ ସତ୍‌ରୁମନ୍‌କେ ଆଲାଦ୍‌ କରା । ଆରି ସେମନର୍‌ ମଙ୍ଗଲ୍‌ କରା । ରୁନ୍‌ ବାନ୍ଦ ବଲି ଆସା ନ କରି, ରୁନ୍‌ ଦିଆସ୍‌ । ସେନ୍ତାର୍‌କଲେ ତମର୍‌ ପୁରୁସ୍‌କାର୍‌ ଅଦିକ୍‌ ଅଇସି । ଆରି ତମେ ପର୍‌ମେସରର୍‌ ପ ଅଇସା । କାଇକେବଇଲେ ସେ ନ ମାନ୍‌ବା ଲକର୍‌ ଆରି କରାପ୍‌ ଲକର୍‌ ମିସା ଦୟାକାରିଆ ।
36 Protož buďte milosrdní, jako i Otec váš milosrdný jest.
୩୬ତମର୍‌ ସରଗର୍‌ ବାବା ଜେନ୍ତାରି ଦୟା କଲାନି, ସେନ୍ତାରି ତମେ ମିସା ଦୟା କରା ।”
37 Nesuďte, a nebudete souzeni. Nepotupujte, a nebudete potupeni. Odpouštějte, a budeť vám odpuštěno.
୩୭“ବିନ୍‌ଲକର୍‌ ବିଚାର୍‌ କରାନାଇ, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ବିଚାର୍‌ କର୍‌ସି । ଦସ୍‌ ନ ଦିଆସ୍‌, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ଦସ୍‌ ନ ଦାରେ । କେମା କରା, ସେନ୍ତାର୍‌କଲେ ତମ୍‌କେ କେମା ମିଲ୍‌ସି ।
38 Dávejte, a budeť vám dáno. Míru dobrou, natlačenou, a natřesenou, a osutou dadíť v lůno vaše; touž zajisté měrou, kterouž měříte, bude vám odměřeno.
୩୮ବିନ୍‌ ଲକ୍‌କେ ଦାନ୍‌ କରା, ସେନ୍ତାର୍‌କଲେ ପର୍‌ମେସର୍‌ ତମ୍‌କେ ଦାନ୍‌ ଦେଇସି, ଲକ୍‌ମନ୍‌ ମାନ୍‌ଟାନେ କାଦି ପୁରୁନ୍‌କରି ତାକେ ଚାପି ଜୁଲାଇ, ଉଚ୍‌ଲାଇକରି, ତମର୍‌ ଅଁଟିତେଇ ଦେବାଇ, କାଇକେବଇଲେ ଜନ୍‌ ଇସାବେ ତମେ ନାପ୍‌ସା, ସେ ଇସାବେ ସେ ତମ୍‌କେ ନାପି ଦିଆଅଇସି ।”
39 Pověděl jim také i podobenství: Zdali může slepý slepého vésti? Zdaž oba do jámy neupadnou?
୩୯ଜିସୁ ସେମନ୍‌କେ ଉଦାଅରନ୍‌ ଦେଇ କଇଲା, “କାଣା କାଇ କାଣାକେ ବାଟ୍‌ ଦେକାଇପାରେକି? ନାଇ, ନାପାରେ । ଜଦି ସେମନ୍‌ ସେନ୍ତାରି କର୍‌ବାଇ ବଇଲେ ଦୁଇଲକ୍‌ଜାକ କାଲେ ନ ଅଦ୍‌ରତ୍‌ କି?
40 Neníť učedlník nad mistra svého, ale dokonalý bude každý, bude-li jako mistr jeho.
୪୦ଗୁରୁର୍‌ଟାନେଅନି ସିସ୍‌ ବଡ୍‌ ନାଇ । ମାତର୍‌ ସିସ୍‌ମନ୍‌ ସିକିଆ ପାଇ ସାରାଇଲେ ସିଦ୍‌ଅଇ ଗୁରୁର୍‌ ସମାନ୍‌ ଅଇବାଇ ।”
41 Což pak vidíš mrvu v oku bratra svého, a břevna, kteréž jest v tvém vlastním oku, neznamenáš?
୪୧“ଆରି କାଇକେ ତମର୍‌ ବାଇର୍‌ ଆଁକିଟାନେ ରଇବା ସାନ୍‌ କାଚ୍‌ରା ଦେକ୍‌ଲାସ୍‌ନି? ମାତର୍‌ ତମର୍‌ ନିଜର୍‌ ଆଁକିଟାନେ ଜନ୍‍ ବଡ୍‌ କାଚ୍‌ରା ଆଚେ, ସେଟା ବାବିଦେକାସ୍‌ନାଇ ।
42 Aneb kterak můžeš říci bratru svému: Bratře, nechať vyvrhu mrvu z oka tvého, sám v oku svém břevna nevida? Pokrytče, vyvrz prve břevno z oka svého, a tehdy prohlédneš, abys vyňal mrvu, kteráž jest v oku bratra tvého.
୪୨ତମେ ନିଜର୍‌ ଆଁକିଟାନେ ରଇବା ବଡ୍‌ଟା କାଚ୍‌ରା ନ ଦେକିକରି, ନିଜର୍‌ ବାଇର୍‌ ଆଁକି ଟାନେ ରଇବା ସାନ୍‌ କାଚ୍‌ରା ଦେକି କେନ୍ତି କଇପାରାସ୍‌, ଆଉ ବାଇ ତମର୍‌ ଆଁକିଅନି କାଚ୍‌ରା ବାର୍‌କରାଇଦେବି? ଏ କୁଟିଆଲ୍‌ମନ୍‌, ପର୍‌ତୁମ୍‌ ନିଜର୍‌ ଆଁକିଅନି କାଚ୍‌ରା ବାର୍‌କରାଇପାକା, ତାର୍‌ପଚେ ନିଜର୍‌ ବାଇର୍‌ ଆଁକିଟାନେ ରଇବା କାଚ୍‌ରା ସବୁ ବାର୍‌କରାଇବାକେ, ନିକକରି ଦେକିପାରାସ୍‌ ।”
43 Neboť není ten strom dobrý, kterýž nese ovoce zlé, aniž jest strom zlý, kterýž nese ovoce dobré.
୪୩“ନିକ ଗଚେ କାରାପ୍‌ ପଲ୍‌ ନ ପଲେ, କାରାପ୍‌ ଗଚେ ନିକ ପଲ୍‌ ନ ପଲେ ।
44 Každý zajisté strom po svém vlastním ovoci bývá poznán; nebo nesbírají s trní fíků, ani s hloží sbírají hroznů.
୪୪କାଇକେବଇଲେ ଗଚ୍‌ମନ୍‌କେ ତାର୍‌ ପଲର୍‌ଲାଗି ଜାନିଅଇସି । କାଟା ଗଚେଅନି ଲକ୍‌ମନ୍‌ ଡୁମ୍‌ରି ପଲ୍‌ ନ ତଲତ୍‌, କି କାଟା ବୁଟାଇଅନି ଅଙ୍ଗୁର୍‌ ପଲ୍‌ ନ ତଲତ୍‌ ।
45 Dobrý člověk z dobrého pokladu srdce svého vynáší dobré, a zlý člověk ze zlého pokladu srdce svého vynáší zlé. Nebo z hojnosti srdce mluví ústa jeho.
୪୫ନିକ ଲକ୍‌ ନିଜର୍‌ ମନ୍‌ ବିତ୍‌ରର୍‌ ଗରବ୍‌ବିତ୍‌ରେ ଅନି ନିକଟା ବାର୍‌କରାଇସି । ଆରି କାରାପ୍‌ ଲକ୍‌ମନ୍‌ ନିଜର୍‌ ମନ୍‌ ବିତ୍‌ରର୍‌ ଗରବ୍‌ଟାନେ ଅନି କାରାପ୍‌ଟା ବାର୍‌କରାଇବାଇ । କାଇକେବଇଲେ, ମନ୍‌ବିତ୍‌ରେ ଚିନ୍ତା କର୍‌ବାଟା, ଟଣ୍ଡ୍‌ କାତା କଇସି ।”
46 Co pak mi říkáte: Pane, Pane, a nečiníte, což pravím?
୪୬“ଆରି ତମେ କାଇକେ ମକେ ଏ ମାପ୍‌ରୁ ଏ ମାପ୍‌ରୁ, ବଲି ଡାକିକରି ମର୍‌ ଆଦେସ୍‌ ମାନାସ୍‌ ନାଇ?
47 Každý kdož přichází ke mně, a slyší slovo mé, a zachovává je, ukáži vám, komu by podoben byl.
୪୭ଜେ ମିସା ମର୍‌ଲଗେ ଆସି, ମର୍‌ କାତା ସୁନି, ସେଟା ସବୁ ମାନ୍‌ସି, ସେ କାର୍‌ ସମାନ୍‌ ରଇସି, ସେଟା ମୁଇ ତମ୍‌କେ ଦେକାଇବି ।
48 Podoben jest člověku stavějícímu dům, kterýž kopal hluboko, a založil grunty v skále. A když se stala povodeň, obořila se řeka na dům ten, ale nemohla jím pohnouti, nebo byl založen na skále.
୪୮ସେ ଏନ୍ତାରି ଗଟେକ୍‌ ଗର୍‌ ଉଟାଇବା ଲକର୍‌ପାରା । ଜେ ଗଇର୍‌ କରି କୁନି, କୁନାଦି ପାକ୍‌ନା ଉପ୍‌ରେ ବସାଇଲା । ବନିଆ ପାନି ଆସି ସେଟା ଉଲ୍‌କା ମାର୍‌ଲା ମିସା ସେଟା ବସ୍‌ଲାଇ ନାପାର୍‌ଲା । କାଇକେବଇଲେ ସେଟା ନିମାନ୍‌କରି ଉଟାଇରଇଲା ।
49 Ale kdož slyší a nečiní, podoben jest člověku, kterýž staví dům svůj na zemi bez gruntu. Na kterýžto obořila se řeka, a on hned padl, i stal se pád domu toho veliký.
୪୯ମାତର୍‌ ଜନ୍‌ ଲକ୍‌ମନ୍‌ ମର୍‌କାତା ସୁନିକରି ମିସା ସେ ଇସାବେ ଚଲାଚଲ୍‌ତି ନ କରତ୍‌, ସେ କୁନାଦି ନ କରି, ବାଲି ଉପ୍‌ରେ ଗର୍‌କଲା ଲକର୍‌ପାରା । ଜବର୍‌ ଅଇତେ ଉଦ୍‌କାମାର୍‌ଲା ଦାପ୍‌ରେ ସେ ଗର୍‌ ବସ୍‌ଲିଗାଲା ଆରି ସେଟା ଅପର୍‌ବଲ୍‌ ବିନାସ୍‌ ଅଇଲା ।”

< Lukáš 6 >