< Římanům 8 >

1 A protož neníť již žádného potupení těm, kteříž jsou v Kristu Ježíši, nechodícím podlé těla, ale podlé Ducha.
ତେବେ ଆମେ ଜେତ୍‌କି ଲକ୍‌ ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସିକରି ଆଚୁ, ଆମର୍‌ପାଇ ଆରି ପର୍‌ମେସରର୍‌ ଡଣ୍ଡ୍‌ ନାଇ ।
2 Nebo zákon Ducha života v Kristu Ježíši vysvobodil mne od zákona hřícha i smrti.
ଜିସୁ କିରିସ୍‌ଟର୍‌ ସଙ୍ଗ୍‌ ମିସ୍‌ଲାର୍‌ପାଇ ସୁକଲ୍‌ଆତ୍‌ମା ଆମ୍‌କେ ନୁଆ ଜିବନ୍‌ ଦେଲାଆଚେ । ତେଇଅନି, ପାପ୍‌ କଲେ ମର୍‌ବା ନିୟମେଅନି, ଆମ୍‌କେ ମୁକ୍‌ଲାଇ ଆଚେ ।
3 Nebo seč nemohl býti zákon, jelikož byl mdlý pro tělo, Bůh poslav Syna svého v podobnosti těla hřícha, a příčinou hřícha, potupil hřích na těle,
ସେ ଆମର୍‌ ଗୁନ୍‌ଚଲନ୍‌ ନିକ ନ ରଇଲାକେ, ମସା ଦେଇରଇବା ରିତିନିତି ମାନୁ ନାଇ । ତେଇ ନିୟମ୍‌ ସାଇଜ କରି ନାପାର୍‌ଲା । ମାତର୍‌ ସେଟା ପର୍‌ମେସର୍‌ କରିଆଚେ । ସେ ଆମର୍‌ ପାରା ପାପିମନର୍‍ ଗଟେକ୍‌ ଗାଗଡ୍‌ ଦାରାଇ ତାର୍‍ ପଅକେ ପାଟାଇଲା । ଆରି ସେ ଏନ୍ତାରିକରି ଆମର୍‌ ଉପ୍‌ରେ ରଇବା ପାପର୍‌ ସାସନ୍‌ କୁରୁପ୍‌ନାସ୍‌ କଲା ।
4 Aby spravedlnost zákona vyplněna byla v nás, kteříž nechodíme podlé těla, ale podlé Ducha.
ଆମେ ଜେନ୍ତାରି କି ନିୟମର୍‌ ସବୁ ଆଦେସ୍‌ ମାନିକରି ରଇବୁ, ସେଟାର୍‌ ପାଇ ପର୍‌ମେସର୍‌ ଏନ୍ତି କଲାଆଚେ । ଆମେ ଏବେ ମୁନୁସର୍‌ ଚଲାଚଲ୍‌ତି ନ କରି ସୁକଲ୍‌ଆତ୍‌ମାର୍‌ ବାଟେ ଇଣ୍ଡ୍‌ଲେସେ ଏନ୍ତି କରିଅଇସି ।
5 Ti zajisté, kteříž jsou podlé těla, chutnají to, což jest těla, ale ti, kteříž podlé Ducha, to, což jest Ducha.
ଜନ୍‌ ଲକ୍‌ମନ୍‌ ମୁନୁସର୍‌ ଚଲାଚଲ୍‌ତି ଇସାବେ ଜିଉନା କାଉନା କର୍‌ତେରଇବାଇ, ସେମନ୍‌ ନିଜର୍‌ ଗାଗଡର୍‌ ମନ୍‍ କର୍‍ବାଟା ଚିନ୍ତା କର୍‌ତେରଇବାଇ । ମାତର୍‌ ଜନ୍‌ ଲକ୍‌ମନ୍‌ ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ଇସାବେ କାମ୍‌କର୍‌ବାଇ, ସେମନ୍‌ ସୁକଲ୍‌ଆତ୍‌ମା ଜନ୍‌ ବିସଇ କର୍‌ବାକେ ମନ୍‌ କରାଇସି, ସେଟା କର୍‌ବାଇ ।
6 Nebo opatrnost těla jest smrt, opatrnost pak Ducha život a pokoj,
ମୁନୁସର୍‌ ଚଲାଚଲ୍‌ତି ଇସାବେ ଗାଲେ ମରନର୍‌ ଦସା ଅଇସି, ସୁକଲ୍‌ଆତ୍‌ମାର୍‌ ଚାଲ୍‌ନା ଇସାବେ ଗାଲେ ଜିବନ୍‌ ଆରି ସାନ୍ତି ମିଲ୍‌ସି ।
7 Proto že opatrnost těla jest nepřítelkyně Bohu; nebo zákonu Božímu není poddána, aniž hned může býti.
ଜଦି ଗଟେକ୍‌ ଲକ୍‌ ତାର୍‌ ଗାଗଡର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କର୍‌ସି, ସେ ପରମେସରର୍‌ ବିରଦି ଅଇସି । କାଇକେ ବଇଲେ ସେ ପରମେସରର୍‌ ନିୟମ୍‌ ମାନେ ନାଇ, ସେ ସେଟା କର୍‌ବାକେ ନାପାରେ ।
8 Protož ti, kteříž jsou v těle, Bohu se líbiti nemohou.
ଜନ୍‌ ଲକ୍‌ମନ୍‌ ମୁନୁସର୍‌ ଚଲାଚଲ୍‌ତି ଇସାବେ କାମ୍‌ କଲାଇନି, ସେମନ୍‌ ପର୍‌ମେସର୍‌କେ ସାର୍‌ଦା କରିନାପାରତ୍‌ ।
9 Vy pak nejste v těle, ale v Duchu, poněvadž Duch Boží v vás přebývá. Jestližeť pak kdo Ducha Kristova nemá, tenť není jeho.
ଜଦି ସତଇସେ ପରମେସରର୍‌ ସୁକଲ୍‌ଆତ୍‌ମା ତମର୍‌ ବିତ୍‌ରେ ଆଚେ, ତେବେ ତମେ ଆରି ମୁନୁସର୍‌ ଚାଲିଚଲନ୍‌ ପାରା ଜିଉନାକାଉନା କରିନାପାରାସ୍‌, ମାତର୍‌ ଜିବନେ ସୁକଲ୍‌ ଆତ୍‌ମାର୍‌ ଆଦେସ୍‌ ମାନ୍‌ସା । ଜାର୍‌ତେଇ କିରିସ୍‌ଟର୍‌ ଆତ୍‌ମା ନାଇ, ସେ କେବେ ମିସା ତାକର୍‌ ଲକ୍‌ ଅଇନାପାରେ ।
10 A jestliť Kristus v vás, tedy ač tělo umrtveno jest pro hřích, však duch živ jest pro spravedlnost.
୧୦ମାତର୍‌ ତମର୍‌ ବିତ୍‌ରେ କିରିସ୍‌ଟ ବାସାଅଇ ରଇସି ବଇଲେ, ତମର୍‌ ଗାଗଡ୍‌ ପାପେ ନସ୍‌ଟ ଅଇବାକେ ଜାଇତେ ରଇଲେ ମିସା, ସୁକଲ୍‌ଆତ୍‌ମା ତମ୍‌କେ ଜିବନ୍‌ ଦାନ୍‌ ଦେଇସି । କାଇକେ ବଇଲେ ତମେ ପରମେସରର୍‌ ମୁଆଟେ ଦରମ୍‌ ଲକ୍‌ ବଲି ଏଜାଇଅଇ ଆଚାସ୍‌ ।
11 Jestližeť pak Duch toho, kterýž vzkřísil Ježíše z mrtvých, v vás přebývá, tedy ten, kterýž vzkřísil Krista z mrtvých, obživí i smrtelná těla vaše, pro přebývajícího Ducha jeho v vás.
୧୧ଜଦି ତମର୍‌ ବିତ୍‌ରେ ଜିସୁକେ ମଲାତେଇଅନି ଉଟାଇଲା ପରମେସରର୍‌ ଆତ୍‌ମା ଆଚେ, ତେବେ ସେ ଆତ୍‌ମାର୍‍ ସାଇଜ ସଙ୍ଗ୍‍, ପରମେସର୍‌ ଜେ କି କିରିସ୍‌ଟକେ ମଲାତେଇଅନି ଉଟାଇଲା, ସେନ୍ତିସେ ତମର୍‌ କୁଇଜିବା ଗାଗଡ୍‌ ମିସା ଜିବନ୍‌ କର୍‌ସି ।
12 A takž tedy, bratří, dlužníciť jsme ne tělu, abychom podlé těla živi byli.
୧୨ତେବେ ଏ ବାଇବଇନିମନ୍‌, ଆମର୍‌ କାମ୍‌ ଅଇଲାନି, ମୁନୁସର୍‌ ଗୁନ୍‌ଚଲନ୍‌ ଇସାବେ ଜିଉନାକାଉନା ନ କରୁ ।
13 Nebo budete-li podlé těla živi, zemřete; pakli byste Duchem skutky těla mrtvili, živi budete.
୧୩କାଇକେବଇଲେ ସେନ୍ତି କଲେ, ତମେ ମର୍‌ସା ମାତର୍‌ ସୁକଲ୍‌ଆତ୍‌ମାର୍‌ ସାଇଜ ସଙ୍ଗ୍‍ ନିଜର୍‌ ପାପ୍‌ଚଲନ୍‌ ନସ୍‌ଟ କରି ଆରି ପାପ୍‌ କାମ୍‌ ନ କରାସ୍‌, ତେବେସେ ତମେ ବଁଚ୍‌ସା ।
14 Nebo kteřížkoli Duchem Božím vedeni bývají, ti jsou synové Boží.
୧୪ଜନ୍‌ ଲକ୍‌ମନ୍‌ ପରମେସରର୍‌ ଆତ୍‌ମା ଇସାବେ ଚାଲ୍‌ଲାଇନି, ସେମନ୍‌ସେ ପରମେସରର୍‌ ପିଲାଟକି ।
15 Nepřijali jste zajisté ducha služby opět k bázni, ale přijali jste Ducha synovství, v němž voláme Abba, totiž Otče.
୧୫କାଇକେବଇଲେ ପରମେସର୍‌ ଦେଲା ଆତ୍‌ମା, ତମ୍‌କେ ଗତିଦାଙ୍ଗ୍‌ଡା ଅଇବା ତେଇଅନି ମୁକ୍‌ଲାଇଲା ଆଚେ । ତମେ ଆରି ଡର୍‌ବାର୍‌ ଲଡା ନାଇ । ମାତର୍‌ ସୁକଲ୍‌ଆତ୍‌ମା ତମ୍‌କେ ପରମେସରର୍‌ ପିଲାଟକି କରିଆଚେ । ତାର୍‌ ବପୁ ଏତାଇକରି ଏବେ ଆମେ ପରମେସର୍‌କେ “ବାବା, ମର୍‌ ବାବା!” ବଲି ଡାକ୍‌ଲୁନି ।
16 Tenť Duch osvědčuje duchu našemu, že jsme synové Boží.
୧୬ପରମେସରର୍‌ ଆତ୍‌ମା ଆମର୍‌ ବିତ୍‌ରର୍‌ ଆତ୍‌ମା ସଙ୍ଗ୍‌ କଁଟ୍‌ ମିସାଇ ଆମ୍‌କେ ତାର୍‍ ପିଲାଟକି ବଲି ଜାନାଇଲାନି ।
17 A jestliže synové, tedy i dědicové, dědicové zajisté Boží, spolu pak dědicové Kristovi, však jestliže spolu trpíme, abychom spolu i oslaveni byli.
୧୭କାଇକେବଇଲେ ଆମେ ପରମେସରର୍‌ ପିଲାଟକି । ତାର୍‌ ଲକ୍‌ମନ୍‌କେ କାତା ଦେଇର‍ଇବା ଆସିର୍‌ବାଦେ ଆମେ ମିସ୍‌ବୁ । ଆରି କିରିସ୍‌ଟର୍‌ ପାଇ ପରମେସର୍‌ ଜନ୍‌ଟା ଟୁଲାଇ ସଙ୍ଗଇଲା ଆଚେ, ତେଇ ମିସା ଆମର୍‌ ପାଇ ବାଟା ଆଚେ । ଜଦି ଆମେ ଜିସୁର୍‌ ଦୁକ୍‌ପାଇବାତେଇ ମିସ୍‌ଲୁ ଆଚୁ, ତେବେ ତାର୍‌ ଡାକ୍‌ପୁଟା ପାଇବାତେଇ ମିସା ମିସ୍‌ବୁ ।
18 Nebo tak za to mám, že nejsou rovná utrpení nynější oné budoucí slávě, kteráž se zjeviti má na nás.
୧୮ଜନ୍‌ ଡାକ୍‌ପୁଟାର୍‌ ଦିନେ ଆମେ ମିସ୍‌ବାକେ ଗାଲୁନି, ଦେକ୍‌ଲେସରି ଏ ଜିବନେ ଅଇବା ଆମର୍‌ ଦୁକ୍‌ କସ୍‌ଟ କିଚି ନାଇ ।
19 Nebo stvoření pečlivě jako vyhlídaje, očekává zjevení synů Božích.
୧୯ପର୍‌ମେସର୍‌ ତିଆର୍‌କଲା ସବୁଜାକ ଜାଗର୍‌ତା ସଙ୍ଗ୍‌ ସେ ଦିନ୍‌କେ ଜାଗି ଆଚତ୍‌ । ସେବେଲାଇ ପରମେସର୍‌ ତାର୍‌ ସତ୍‌ ପିଲାଟକିମନ୍‌ କେ, ବଲି ଦେକାଇସି ।
20 Marnosti zajisté poddáno jest stvoření, nechtě, ale pro toho, kterýž je poddal,
୨୦କାଇକେବଇଲେ ପରମେସର୍‌ ତିଆର୍‌ କରିରଇବା ସବୁଜାକ, ଅବିସାପେ ପୁରୁନ୍‌ ଅଇଲାଆଚେ । ଜନ୍‌ବାଟେ ଜିବାର୍‌ ରଇଲା ସେ ବାଟେ ନ ଜାଇ, ବିନ୍‌ ବାଟେ ଗାଲାଆଚେ । ମାତର୍‌ ଏଟା ତାର୍‌ ନିଜର୍‌ ମନ୍‍ କଲା ଇସାବେ ଅଏନାଇ । ପର୍‌ମେସର୍‌ ମନ୍‍ କଲାକେସେ ଅଇଲା । ଏଲେମିସା ତାର୍‌ ଆସା ରଇଲା,
21 V naději, že i to stvoření vysvobozeno bude od služby porušení v svobodu slávy synů Božích.
୨୧ଜେନ୍ତିକି ଗଟେକ୍‌ ଦିନେ କୁଇଜିବାଟାନେ ଅନି ମୁକ୍‌ଲିକରି ପର୍‌ମେସରର୍‌ କୁଟୁମର୍‌ ଡାକ୍‌ପୁଟାଇ ମିସ୍‌ବୁ ।
22 Nebo víme, že všecko stvoření spolu lká, a spolu ku porodu pracuje až posavad.
୨୨ମାତର୍‌ ଏବେ ଜାକ ତିଆର୍‌ଅଇଲାଟା ସବୁ, ଗାଗ୍‌ଡେ ରଇଲା ମାଇଜି ନିକଅଇବା ଦୁକା ପାରା ଅଇକରି “ଆନା, ଆୟା!” ଅଇଲାନି ।
23 A netoliko ono, ale i my, prvotiny Ducha mající, i myť sami v sobě lkáme, zvolení synů očekávajíce, a tak vykoupení těla svého.
୨୩ଆମେ, ପରମେସର୍‌ ଦେଲା ପର୍‌ତୁମର୍‌ ଦାନ୍‌ ପାରା ସୁକଲ୍‌ଆତ୍‌ମା ପାଇଲୁଆଚୁ, ଆମେ ମିସା ବିତ୍‌ରେ ବିତ୍‌ରେ “ଆନା, ଆୟା!” ଅଇଲୁନି । ଏଲେମିସା ପରମେସର୍‌ ଆମ୍‌କେ କୁଟୁମର୍‌ ଲକ୍‌ କରାଇକରି ପୁରାପୁରୁନ୍‌ ମୁକ୍‌ଲାଇସି ବଲି ଜାଗିକରି ଆଚୁ ।
24 Nebo nadějí spaseni jsme. Naděje pak, kteráž se vidí, není naděje. Nebo což kdo vidí, proč by se toho nadál?
୨୪କାଇକେବଇଲେ ଆସା କଲାକେସେ ଆମେ ମୁକ୍‌ତି ପାଇଆଚୁ । ମାତର୍‌ ଜାଇଟା ଡିସ୍‌ଲାନି ସେଟାର୍‌ ପାଇ ଆସାକର୍‌ବାଟା, ସେଟା ସତଇସେ ଆସା ରକ୍‌ବାଟା ନଏଁ । କେ କାଇ ଡିସ୍‌ବାଟାକେ ଆସା କର୍‌ସି କି? ନାଇ, ନ କରେ ।
25 Pakli čehož nevidíme, toho se nadějeme, tedy toho skrze trpělivost očekáváme.
୨୫ମାତର୍‌ ଆମେ ଜଦି ନ ଡିସ୍‌ବା ବିସଇ ଆସାକର୍‌ବୁ, ତେବେ ଆମ୍‌କେ ସାଆସ୍‌ ସଙ୍ଗ୍‍ ଜାଗ୍‌ବାକେ ପଡ୍‌ସି ।
26 Ano také i Duch pomocen jest mdlobám našim. Nebo zač bychom se měli modliti, jakž by náleželo, nevíme, ale ten Duch prosí za nás lkáními nevypravitelnými.
୨୬ଆମ୍‌କେ ବପୁ ନାଇ, ମାତର୍‌ ସୁକଲ୍‌ଆତ୍‌ମା ଆମ୍‌କେ ସାଇଜ କର୍‌ସି । କେନ୍ତାରି ପାର୍‌ତନା କର୍‌ବାକେ ଅଇସି, ସେଟା ଆମେ ନାଜାନୁ । ସେଟାର୍‌ ପାଇ ଜନ୍‌ଟା ଆମେ କଇ ନାପାର୍‌ଲୁନି, ସେଟା ସୁକଲ୍‌ ଆତ୍‌ମା ନିଜେ ଆମର୍‌ପାଇ “ଆନା, ଆୟା!” ଅଇକରି ପରମେସର୍‌କେ ଗୁଆରି କର୍‌ସି ।
27 Ten pak, kterýž jest zpytatel srdcí, zná, jaký by byl smysl Ducha, že podlé Boha prosí za svaté.
୨୭ପରମେସର୍‌ ଆମର୍‍ ମନର୍‍ କାତା ଜାନେ । ସୁକଲ୍‌ଆତ୍‌ମାର୍‌ ମନର୍‌ ଚିନ୍ତା ସେ ଜାନେ । କାଇକେବଇଲେ ସୁକଲ୍‌ଆତ୍‌ମା ପରମେସର୍‌ ମନ୍‍ କଲା ଇସାବେ, ତାକର୍‌ ଲକ୍‌ମନର୍‌ ପାଇ ଗୁଆରି କର୍‌ତେ ରଇସି ।
28 Vímeť pak, že milujícím Boha všecky věci napomáhají k dobrému, totiž těm, kteříž podlé uložení jeho povoláni jsou.
୨୮ଜନ୍‌ ଲକ୍‌ମନ୍‌କେ ପରମେସର୍‌ ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ଡାକ୍‌ଲାଆଚେ, ଆରି ସେମନ୍ ତାକେ ଆଲାଦ୍‌ କଲାଇନି, ସେମନର୍‌ ପାଇ ସେ ସବୁ ମଙ୍ଗଲର୍‌ ବିସଇ କରାଇଦେଇସି ।
29 Nebo kteréž předzvěděl, ty i předzřídil, aby byli připodobněni obrazu Syna jeho, aby on byl prvorozený mezi mnohými bratřími.
୨୯ଜନ୍‌ ଲକ୍‌ମନ୍‌କେ ପରମେସର୍‌ ବାଚ୍‌ଲା ଆଚେ, ସେମନ୍‌କେ ତାର୍‌ ପଅ ପାରା ଅଇବାକେ ଆଗ୍‌ତୁସେ ଟିକ୍‌ କରିଆଚେ । ସେନ୍ତିଆଲେ, ଗଟେକ୍‌ ବଡ୍‌ କୁଟୁମେ, ତାର୍‍ ପଅ ସେମନର୍‌ ବଡ୍‌ ବାଇ ଅଇସି ।
30 Kteréž pak předzřídil, těch i povolal, a kterýchž povolal, ty i ospravedlnil, a kteréž ospravedlnil, ty i oslavil.
୩୦ଜନ୍‌ ଲକ୍‌ମନ୍‌ ଏନ୍ତାରି ବାଚିଅଇଲାଇ ଆଚତ୍‌, ସେମନ୍‌କେ ଡାକିଆଚେ । ସେ ଲକ୍‌ମନ୍‌କେ ପର୍‍ମେସରର୍‌ ମୁଆଟେ ଦରମ୍‌ଲକ୍‌ ବଲାଇ ଅଇ, ତାର୍‍ ଡାକ୍‌ପୁଟାଇ ମିସାଇ ଆଚତ୍‌ ।
31 Což tedy díme k tomu? Kdyžť jest Bůh s námi, i kdo proti nám?
୩୧ଏ ସବୁର୍‌ତେଇଅନି ଆରି କାଇଟା କ‍ଇବାର୍‌ ଅଇସି? ଜଦି ପରମେସର୍‌ ଆମର୍‌ ବାଟେ ଆଚେ, ତେବେ କେ ଆମର୍‌ ବିରଦି ଅଇପାର୍‌ସି?
32 Kterýž ani vlastnímu Synu svému neodpustil, ale za nás za všecky vydal jej, i kterakž by tedy nám s ním všech věcí nedal?
୩୨ପରମେସର୍‌ କେବେମିସା ଆମର୍‌ ବିରଦି ନଏଁଁ, କାଇକେବଇଲେ ସେ ନିଜର୍‌ ପଅକେ ମିସା ରକିଆ ନ କରି ଆମର୍‌ ପାଇ ଦାନ୍‌ ଦେଇଆଚେ । ସେନ୍ତିଆଲେ ସେ ଆମର୍‌ ପାଇ କାଇ ସବୁ ବିସଇ ଦାନ୍‌ ନ ଦେଏ କି?
33 Kdo bude žalovati na vyvolené Boží? Bůh jest, kterýž ospravedlňuje.
୩୩ପରମେସର୍‌ ବାଚ୍‌ଲା ଲକ୍‌ମନ୍‍କେ କେ ଦସିବଲି କଇପାର୍‌ସି? ସେମନ୍‌କେ ସେ ନିଜେ କାଇ ଦସ୍‌ କରି ନ ର‍ଇବା ଲକ୍‌ ବଲି ଉଡ୍‌ରା କଲାଆଚେ ।
34 Kdo jest, ješto by potupil? Kristus jest, kterýž umřel, nýbrž i z mrtvých vstal, a kterýž i na pravici Boží jest, kterýž i oroduje za nás.
୩୪ତେବେ ସେମନ୍‌କେ ଦସି ବଲି କେ କଇନାପାରତ୍‌ । କିରିସ୍‌ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍‌ମେସର୍‌ ମଲାତେଇଅନି ଜିବନ୍‌ କରି ଉଟାଇଲାଆଚେ । ଏବେ ସେ ପରମେସରର୍‌ ଉଜାବାଟେ ରଇକରି ଆମର୍‌ପାଇ ଗୁଆରି କରି ପାର୍‌ତନା କଲାନି ।
35 Kdo nás odloučí od lásky Kristovy? Zarmoucení-li, aneb úzkost, neb protivenství? Zdali hlad, čili nahota? Zdali nebezpečenství, čili meč?
୩୫ସେନ୍ତାର୍‌ଆଲେ ତେବେ କେ ମିସା ଆମ୍‌କେ କିରିସ୍‌ଟର୍‌ ଆଲାଦେଅନି ବେଗ୍‌ଲାଇ ନାପାରତ୍‌ । ଦୁକେ ରଇଲେ ମିସା, କସ୍‌ଟ ପାଇକରି ରଇଲେ ମିସା, ନିନ୍ଦା ପାଇକରି ରଇଲେ ମିସା, କାକୁର୍‌ତି ଅଇକରି ରଇଲେ ମିସା, ବୁକେ ରଇଲେ ମିସା, ବିପଦେ ରଇଲେ ମିସା କି ମରାଇଲେ ମିସା ଏ ସବୁ ବେଗ୍‌ଲାଇ ନାପାରେ ।
36 Jakož psáno jest: Pro tebe mrtveni býváme celý den, jmíni jsme jako ovce oddané k zabití.
୩୬ସାସ୍‌ତରେ ଲେକାଆଚେ, “ତମର୍‌ଲାଗି ସବୁ ଦିନ୍‌ ଆମେ ମରନର୍‌ ମୁଆଟେ ଗାଲୁନି, ପୁଜ୍‌ବାକେ ନେଲା ମେଣ୍ଡାପିଲା ପାରା ଆମେ ବାଚି ଅଇଲୁ ଆଚୁ ।”
37 Ale v tom ve všem udatně vítězíme, skrze toho, kterýž nás zamiloval.
୩୭ଜେ ଆମ୍‌କେ ଆଲାଦ୍‌ କଲାଇନି, ତାର୍‌ ସାଇଜ ସଙ୍ଗ୍‍ ଆମେ ଏ ସବୁର୍‌ ଉପ୍‌ରେ ଜିତି ଆଚୁ ।
38 Jist jsem zajisté, že ani smrt, ani život, ani andělé, ani knížatstvo, ani mocnosti, ani nastávající věci, ani budoucí,
୩୮ମୁଇ ସତଇସେ ଜାନ୍‌ଲିନି ଜେ, ପର୍‌ମେସର୍‌ ଜନ୍‌ ବଡ୍‌ ଆଲାଦ୍‌ ଆମ୍‌କେ ଦେକାଇଲାଆଚେ, ସେ ଆଲାଦେଅନି କାଇଟା ମିସା ଆମ୍‌କେ ବେଗ୍‌ଲାଇ ନାପାରେ । ଆମେ ମରିଗାଲେ କି ଜିବନ୍‌ ରଇଲେ, ସରଗର୍‌ ଦୁତ୍‌ ଅଅତ୍‌ କି ସାସନ୍‌କାରିଆମନ୍‌, କି କାଇ ବିନ୍‌ ବପୁ, କି ଏବେ ଜନ୍‌ଟା ଅଇଲାନି, ପଚ୍‌କେ ଜନ୍‌ଟା ଅଇସି,
39 Ani vysokost, ani hlubokost, ani kterékoli jiné stvoření, nebude moci nás odloučiti od lásky Boží, kteráž jest v Kristu Ježíši, Pánu našem.
୩୯ଉପ୍‌ରର୍‌ ଦୁନିଆ କି ତଲର୍‌ ଦୁନିଆ, ଏ ଜଗତେ ତିଆର୍‌ ଅଇରଇବା କାଇ ବିସଇ ମିସା ପର୍‌ମେସରର୍‌ ବଡ୍‌ ଆଲାଦେ ଅନି ଆମ୍‌କେ ବେଗ୍‌ଲାଇ ନାପାରେ । ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟକେ ଦେଲା ପରମେସରର୍‌ ସେ ବଡ୍‌ ଆଲାଦେ ଅନି, ଏ ସବୁ ବିସଇ ଆମ୍‌କେ ଦେକାଇଲା ଆଚେ । ଏଟା ମୁଇ ଜାନିଆଚି ।

< Římanům 8 >