< Ivan 1 >
1 U početku bijaše Riječ i Riječ bijaše u Boga i Riječ bijaše Bog.
୧କାଇଟା ତିଆର୍ ନ ଅଇରଇଲା ପୁର୍ବେ ବାକିଅ ରଇଲା । ସେ ବାକିଅ ପର୍ମେସରର୍ ସଙ୍ଗ୍ ରଇଲା । ସେ ଆରି ପର୍ମେସର୍ ଗଟେକ୍ ରଇଲାଇ ।
2 Ona bijaše u početku u Boga.
୨କାଇଟା ତିଆର୍ ନ ଅଇବା ଆଗ୍ତୁ ଏ ବାକିଅ ପର୍ମେସର୍ ସଙ୍ଗ୍ ରଇଲା ।
3 Sve postade po njoj i bez nje ne postade ništa. Svemu što postade
୩ପର୍ମେସର୍ ସେ ବାକିଅ ଦେଇ ସବୁ ବିସଇ ତିଆର୍ କଲାଆଚେ । ଏ ଦୁନିଆଇ ତିଆର୍ ଅଇଲା ଗଟେକ୍ ବିସଇ ମିସା ତାର୍ଟାନେଅନି ତିଆର୍ ନ ଅଇଲାଟା ନ ରଇଲା ।
4 u njoj bijaše život i život bijaše ljudima svjetlo;
୪ସେ ବାକିଅ ନ ସାର୍ବା ଜିବନର୍ ଦାନ୍ ଦେଲା ଆରି ସେ ଜିବନ୍ ଦୁନିଆର୍ ଲକ୍ମନ୍କେ ଉଜଲ୍ ଦେକାଇଦେଲା ।
5 i svjetlo u tami svijetli i tama ga ne obuze.
୫ସେ ଉଜଲ୍ ଆନ୍ଦାର୍ ବିତ୍ରେ ସବୁବେଲେ ଉଜଲ୍ ଦେଇସି । ଆନ୍ଦାର୍ କେବେ ମିସା ସେ ଉଜଲ୍ ଲିବାଇ ନାପାରେ ।
6 Bi čovjek poslan od Boga, ime mu Ivan.
୬ପର୍ମେସର୍, ଜଅନ୍ ନାଉଁର୍ ଗଟେକ୍ ଲକ୍କେ ତାର୍ କବର୍ନେଉ କରି ପାଟାଇଲା ।
7 On dođe kao svjedok da posvjedoči za Svjetlo da svi vjeruju po njemu.
୭ସେ ଲକ୍ମନ୍କେ ଉଜଲ୍ ବିସଇ କଇବାର୍ ଆସିରଇଲା । ଜେନ୍ତାରିକି ଗୁଲାଇ ଜଗତର୍ ଲକ୍ମନ୍ ତାର୍ତେଇଅନି ସେ ଉଜଲର୍ ବିସଇ ସୁନ୍ବାଇ ଆରି ବିସ୍ବାସ୍ କର୍ବାଇ ।
8 Ne bijaše on Svjetlo, nego - da posvjedoči za Svjetlo.
୮ଜଅନ୍ ନିଜେ ସେ ଉଜଲ୍ ନ ରଇଲା, ମାତର୍ ଲକ୍ମନ୍କେ ସେ ଉଜଲ୍ ବିସଇର୍ ସାକି ଦେବାକେ ଆସିରଇଲା ।
9 Svjetlo istinsko koje prosvjetljuje svakog čovjeka dođe na svijet;
୯ସେ ସତ୍ ଏବେ ଉଜଲ୍ ଅଇଲା, ଏ ଉଜଲ୍ ଦୁନିଆଇ ଆଇଲା ଆରି ସବୁ ଲକ୍ମନର୍ ମନ୍ବିତ୍ରେ ରଇବା ଆଁକି ଡିସାଇଲା ।
10 bijaše na svijetu i svijet po njemu posta i svijet ga ne upozna.
୧୦ବାକିଅ ଏ ଦୁନିଆଇ ରଇଲା । ତାର୍ଟାନେଅନି ପର୍ମେସର୍ ଏ ଦୁନିଆ ତିଆର୍ କରିରଇଲେ ମିସା ଏ ଦୁନିଆର୍ ଲକ୍ମନ୍ ତାକେ ଚିନତ୍ ନାଇ ।
11 K svojima dođe i njegovi ga ne primiše.
୧୧ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
12 A onima koji ga primiše podade moć da postanu djeca Božja: onima koji vjeruju u njegovo ime,
୧୨ମାତର୍ ଜେ ଜେ ତାକେ ନାମ୍ଲାଇ, ଆରି ତାକେ ବିସ୍ବାସ୍ କଲାଇ, ସେ ଲକ୍ମନ୍କେ ପର୍ମେସରର୍ ପିଲାଜିଲା ଅଇଜିବାକେ ସେ ଅଦିକାର୍ ଦେଲା ।
13 koji su rođeni ne od krvi, ni od volje tjelesne, ni od volje muževlje, nego - od Boga.
୧୩ସେମନ୍ ମୁନୁସ୍ମନ୍ ମନ୍କଲା ଇସାବେ ଜନମ୍ ଅଅତ୍ନାଇ, କି ଗାଗଡର୍ ବନି ଇସାବେ ଅଅତ୍ନାଇ । ନିଜେ ପର୍ମେସର୍ ସେମନର୍ ବାବା ।
14 I Riječ tijelom postade i nastani se među nama i vidjesmo slavu njegovu - slavu koju ima kao Jedinorođenac od Oca - pun milosti i istine.
୧୪ଆରି ସେ ବାକିଅ ନର୍ ଲକ୍ ଅଇକରି ଆମର୍ ସଙ୍ଗ୍ ଜିଇଲା । ତାର୍ ସତ୍ ଆରି ଜିବନ୍ ଦୁକାଇବାଟା ପୁରାପୁରୁନ୍ ରଇଲା । ତାର୍ ବାବାର୍ ଗଟେକ୍ସେ ପିଲା ବଲି ସେ ମଇମା ପାଇରଇଲା । ତାର୍ ମଇମା ଆମେ ଦେକିଆଚୁ ।
15 Ivan svjedoči za njega. Viče: “To je onaj o kojem rekoh: koji za mnom dolazi, preda mnom je jer bijaše prije mene!”
୧୫ଡୁବନ୍ ଦେଉ ଜଅନ୍ ଜିସୁର୍ ବିସଇ ଲକ୍ମନ୍କେ ଆକ୍ମାରି କରି ଏନ୍ତାରି କଇଲା, “ଏ ଲକର୍ ବିସଇ ମୁଇ ଏନ୍ତି କଇରଇଲି, ଜେ ମର୍ପଚେ ଆଇଲାନି, ସେ ମର୍ତେଇଅନି ବେସି ମୁକିଅ, କାଇକେବଇଲେ ମୁଇ ଜନମ୍ ଅଇବା ଆଗ୍ତୁଅନି ସେ ଆଚେ ।”
16 Doista, od punine njegove svi mi primismo, i to milost na milost.
୧୬“ତାର୍ ମନ୍ ବିତ୍ରେ ରଇଲା ପୁରାପୁରୁନ୍ ଜିବନ୍ ଦୁକାଇବା ତେଇଅନି ଆମେ ସବୁ ଆସିର୍ବାଦ୍ ପାଇଆଚୁ । ଉଁ, ଆସିର୍ବାଦର୍ ପଚେ ଆସିର୍ବାଦ୍ ପାଇଆଚୁ ।
17 Uistinu, Zakon bijaše dan po Mojsiju, a milost i istina nasta po Isusu Kristu.
୧୭କାଇକେ ବଇଲେ ପର୍ମେସର୍ ଆମ୍କେ ମସାର୍ଟାନେଅନି ନିୟମ୍ ଦେଲା ଆଚେ । ମାତର୍ ଜିସୁ କିରିସ୍ଟର୍ଟାନେଅନି ଆମ୍କେ ଜିବନ୍ ଦୁକାଇ ସତ୍ ବାଟ୍ ଆଇଲା ଆଚେ ।
18 Boga nitko nikada ne vidje: Jedinorođenac - Bog - koji je u krilu Očevu, on ga obznani.
୧୮କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।”
19 A evo svjedočanstva Ivanova. Kad su Židovi iz Jeruzalema poslali k njemu svećenike i levite da ga upitaju: “Tko si ti?”,
୧୯ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ?” ବଲି ପାଚାର୍ବାକେ ପାଟାଇଲାଇ ।
20 on prizna; ne zanijeka, nego prizna: “Ja nisam Krist.”
୨୦ସେ ସତ୍ ବିସଇ କଇବାକେ ନ ନିଚିକରି, ସବୁ ଲକ୍ ବୁଜ୍ଲା ପାରା କଇଲା, “ମୁଇ କିରିସ୍ଟ ନଇ ।”
21 Upitaše ga nato: “Što dakle? Jesi li Ilija?” Odgovori: “Nisam.” “Jesi li Prorok?” Odgovori: “Ne.”
୨୧ତେଇ ସେମନ୍ ପାଚାର୍ଲାଇ, “ସେନ୍ତି ବଇଲେ ତମେ କେ ତେବେ? ବବିସତ୍ବକ୍ତା ଏଲିୟ କି?” ଜଅନ୍ କଇଲା, “ନଇ, ମୁଇ ଏଲିଅ ନଇ ।” ଆରି ସେମନ୍ ପାଚାର୍ଲାଇ, “ତୁଇ ସେ ବବିସତ୍ବକ୍ତା କି?” ଜଅନ୍ କଇଲା, “ମୁଇ ସେ ନଇ ।”
22 Tada mu rekoše: “Pa tko si da dadnemo odgovor onima koji su nas poslali? Što kažeš sam o sebi?”
୨୨ତାର୍ ପଚେ ସେମନ୍ ପାଚାର୍ଲାଇ, “ସେନ୍ତାର୍ଆଲେ ତମେ କେ? ଆମ୍କେ ପାଟାଇଲା ଲକ୍ମନ୍କେ ଆମେ ଜାଇ, କାଇଟା ବଲି କଇବୁ, ସେଟାର୍ପାଇ ତମର୍ ନିଜର୍ ବିସଇ ଅଲପ୍ କଇଦିଆ ।”
23 On odgovori: “Ja sam glas koji viče u pustinji: Poravnite put Gospodnji! - kako reče prorok Izaija.”
୨୩ଜିସାୟ ବବିସତ୍ବକ୍ତା ଜେନ୍ତି କଇରଇଲା, ଜଅନ୍ ସେମନ୍କେ ସେନ୍ତି କଇଲା । “ମୁଇ ମରୁବାଲି ବୁଏଁ ଆକ୍ମାରି ବୁଲ୍ବା ଗଟେକ୍ ସବଦ୍ ମାପ୍ରୁ ଜିବାକେ ଗଟେକ୍ ସଲକ୍ ବାଟ୍ ତିଆର୍ କରା!”
24 A neki izaslanici bijahu farizeji.
୨୪ତାର୍ ପଚେ ପାରୁସିମନ୍ ପାଟାଇ ରଇଲା କବର୍ ନେଉମନ୍ ଜଅନ୍କେ ପାଚାର୍ଲାଇ ।
25 Oni prihvatiše riječ i upitaše ga: “Zašto onda krstiš kad nisi Krist, ni Ilija, ni Prorok?”
୨୫“ତମେ ଜଦି କିରିସ୍ଟ ନୁଆସ୍, ଏଲିୟ ନୁଆସ୍, ଆରି ବବିସତ୍ବକ୍ତା ନୁଆସ୍, କାଇକେ ଲକ୍ମନ୍କେ ଡୁବନ୍ ଦେଲାସ୍ନି?”
26 Ivan im odgovori: “Ja krstim vodom. Među vama stoji koga vi ne poznate -
୨୬ଜଅନ୍ ସେମନ୍କେ କଇଲା, “ମୁଇ ଲକ୍ମନ୍କେ ପାନିତେଇ ଡୁବନ୍ ଦେଲିନି, ଜନ୍ ଲକ୍କେ କି ତମେ ନାଜାନାସ୍, ମାତର୍ ସେ ତମର୍ ସଙ୍ଗ୍ ଆଚେ ।
27 onaj koji za mnom dolazi, komu ja nisam dostojan odriješiti remenje na obući.”
୨୭ସେ ମର୍ ପଚେ ଆଇଲାନି । ଆରି ତାର୍ ଗତିଦାଙ୍ଗ୍ଡା ଅଇ ତାର୍ ପାଣ୍ଡଇର୍ ପିତା ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।”
28 To se dogodilo u Betaniji s onu stranu Jordana, gdje je Ivan krstio.
୨୮ଏ ଗଟ୍ନା ଜର୍ଦନ୍ ଗାଡର୍ ସେପାଟେ ବେତ୍ନି ନାଉଁର୍ ଜାଗାଇ, ଜଅନ୍ ଲକ୍ମନ୍କେ ଡୁବନ୍ ଦେଲା ବେଲା ଅଇରଇଲା ।
29 Sutradan Ivan ugleda Isusa gdje dolazi k njemu pa reče: “Evo Jaganjca Božjega koji odnosi grijeh svijeta!”
୨୯ତାର୍ ଆର୍କର୍ ଦିନେ ଜିସୁ ତାର୍ ଲଗେ ଆଇବାଟା ଦେକିକରି ଜଅନ୍ କଇଲା, “ଏଦେ ଦେକା! ପର୍ମେସରର୍ ମେଣ୍ଡାପିଲା ଜେ କି, ଏ ଦୁନିଆର୍ ସବୁ ଲକ୍ମନର୍ ପାପର୍ ଡଣ୍ଡ୍ ବଇକରି ନେଇସି ।
30 To je onaj o kojem rekoh: Za mnom dolazi čovjek koji je preda mnom jer bijaše prije mene!”
୩୦ଏ ଲକର୍ ବିସଇ ମୁଇ ଆଗ୍ତୁ ଏନ୍ତି କଇରଇଲି, ମୁଇ ଆଇଲା ପଚେ ଜନ୍ ଲକ୍ ଆଇଲାନି ସେ ମର୍ତେଇଅନି ବେସି ବଡ୍ଲକ୍ ଆରି ମୁଇ ଜନମ୍ ଅଇଲା ବେସି ଆଗ୍ତୁଅନି ଆଚେ ।
31 “Ja ga nisam poznavao, ali baš zato dođoh i krstim vodom da se on očituje Izraelu.”
୩୧ମୁଇ ନିଜେ ମିସା ସେ କେ ଅଇରଇସି ବଲି ନାଜାନିରଇଲି । ମାତର୍ ଇସ୍ରାଏଲର୍ ଲକ୍ମନ୍ ତାର୍ ବିସଇ ଜାନତ୍ ବଲି ମୁଇ ପାନିତେଇ ଡୁବନ୍ ଦେବାକେ ଆସିଆଚି ।”
32 I posvjedoči Ivan: “Promatrao sam Duha gdje s neba silazi kao golub i ostaje na njemu.
୩୨ତାର୍ ପଚେ ଜଅନ୍ ଆରି ଏ ସାକି ଦେଇ କଇଲା, “ସୁକଲ୍ ଆତ୍ମା ପରୁଆପାରା ଅଇକରି ସର୍ଗେଅନି ଉତ୍ରି ଆସି ତାର୍ ଉପ୍ରେ ବସ୍ବାଟା ମୁଇ ଦେକିଆଚି ।
33 Njega ja nisam poznavao, ali onaj koji me posla vodom krstiti reče mi: 'Na koga vidiš da Duh silazi i ostaje na njemu, to je onaj koji krsti Duhom Svetim.'
୩୩ଏଲେମିସା ସେଡ୍କିବେଲା ଜାକ ଏ ଲକ୍ ସେ ଆକା ବଲି ମୁଇ ଜାନି ନ ରଇଲି । ମାତର୍ ପାନିତେଇ ଡୁବନ୍ ଦେବାକେ ପାଟାଇରଇଲା ପର୍ମେସର୍ ମକେ କଇରଇଲା, ଜେଡେବେଲା ଗଟେକ୍ ଲକର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ଆଇବାଟା ତୁଇ ଦେକ୍ସୁ, ସେସେ ଅଇଲାନି ତୁଇ କଜ୍ବା ଲକ୍ । ସେ ଲକ୍ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।
34 I ja sam to vidio i svjedočim: on je Sin Božji.”
୩୪ଏନ୍ତି ସୁକଲ୍ ଆତ୍ମା ତାର୍ ଉପ୍ରେ ଉତ୍ରି ଆଇବାଟା ମୁଇ ଦେକ୍ଲି ଆରି ସେ ପର୍ମେସରର୍ ପିଲା ବଲି ମୁଇ ତମ୍କେ ସାକିଦେଲିନି” ବଲି ଜଅନ୍ କଇଲା ।
35 Sutradan opet stajaše Ivan s dvojicom svojih učenika.
୩୫ତାର୍ ଆର୍କର୍ ଦିନେମିସା ଜଅନ୍ ସେ ଜାଗାଇସେ ରଇଲା । ଆରି ତାର୍ ଦୁଇଟା ସିସ୍ମନର୍ ସଙ୍ଗ୍ ଟିଆ ଅଇରଇଲା ।
36 Ugleda Isusa koji je onuda prolazio i reče: “Evo Jaganjca Božjega!”
୩୬ଆରି ଜିସୁ ସେ ବାଟେ ଜିବାଟା ଜଅନ୍ ଦେକିକରି କଇଲା, “ଏଦେ ଦେକା! ପର୍ମେସରର୍ ମେଣ୍ଡାପିଲା ଗାଲାନି ।”
37 Te njegove riječi čula ona dva njegova učenika pa pođoše za Isusom.
୩୭ଜଅନର୍ ଦୁଇଟା ସିସ୍ମନ୍ ତାର୍ କାତା ସୁନି, ଜିସୁର୍ ପଚେ ପଚେ ଗାଲାଇ ।
38 Isus se obazre i vidjevši da idu za njim, upita ih: “Što tražite?” Oni mu rekoše: “Rabbi” - što znači: “Učitelju - gdje stanuješ?”
୩୮ଜିସୁ ପାସ୍ଲିକରି ଦେକ୍ବା ବେଲେ ସେ ଦୁଇଟା ସିସ୍ମନ୍ ତାର୍ ପଚେ ପଚେ ଜିବାଟା ଦେକି ସେମନ୍କେ ପାଚାର୍ଲା ତମେ କାଇଟା କଜ୍ଲାସ୍ନି? ସେମନ୍ ଜିସୁକେ କଇଲାଇ, “ରାବି ତମେ କନ୍ ଜାଗାଇ ରଇଲାସ୍ନି?” ରାବିର୍ ଅରତ୍ ଅଇଲାନି ସିକାଇ ଦେବା ଗୁରୁ ।
39 Reče im: “Dođite i vidjet ćete.” Pođoše dakle i vidješe gdje stanuje i ostadoše kod njega onaj dan. Bila je otprilike deseta ura.
୩୯ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା ମୁଇ ରଇବା ଜାଗା ଦେକ୍ସା ।” ସେଟାର୍ ପାଇ ସେମନ୍ ତାର୍ ସଙ୍ଗ୍ ଜାଇ ସେ ରଇବା ଜାଗା ଦେକ୍ଲାଇ । ଆରି ସେ ଦିନେ ତାର୍ ସଙ୍ଗ୍ ରଇଲାଇ । ସେବେଲା ସଞ୍ଜୁଆ ଚାର୍ଟା ଅଇରଇଲା ।
40 Jedan od one dvojice, koji su čuvši Ivana pošli za Isusom, bijaše Andrija, brat Šimuna Petra.
୪୦ତାକର୍ ବିତ୍ରେଅନି ଗଟେକ୍ ଲକ୍ ଅଇଲାନି ସିମନ୍ ପିତରର୍ ବାଇ, ଆନ୍ଦ୍ରିୟ ।
41 On najprije nađe svoga brata Šimuna te će mu: “Našli smo Mesiju!” - što znači “Krist - Pomazanik”.
୪୧ସେ ଦାପ୍ରେ ସେ ତାର୍ ବାଇ ସିମନ୍ ପିତର୍କେ କଜିକରି ବେଟ୍ ପାଇ କଇଲା, “ପର୍ମେସର୍ ବାଚି ପାଟାଇଲା ମସିଅକେ ଆମେ ବେଟ୍ପାଇଲୁ ।”
42 Dovede ga Isusu, a Isus ga pogleda i reče: “Ti si Šimun, sin Ivanov! Zvat ćeš se Kefa!” - što znači “Petar - Stijena”.
୪୨ତାର୍ ପଚେ ଆନ୍ଦ୍ରିୟ ସିମନ୍ପିତର୍କେ ଜିସୁର୍ ଲଗେ ଡାକି ଆନ୍ଲା । ଜିସୁ ତାକେ ଦେକି କଇଲା, “ତମେ ସିମନ୍, ଜଅନର୍ ପିଲା ଏବେଅନି ତକେ କେପା ବଲି ଡାକ୍ବାଇ ।” କେପାର୍ ଅରତ୍ ଅଇଲାନି ପିତର୍ ଆରି ପିତରର୍ ଅରତ୍ ଅଇଲାନି ରାଙ୍ଗ୍ନି ପାକ୍ନା ।
43 Sutradan naumi Isus poći u Galileju. Nađe Filipa i reče mu: “Pođi za mnom!”
୪୩ତାର୍ ଆରକର୍ ଦିନେ ଜିସୁ ଗାଲିଲି ଦେସେ ଜିବାକେ ମନ୍ କଲା । ଆରି ସେ ଜିବା ବେଲେ ପିଲିପ୍କେ ବେଟ୍ପାଇ ତାକେ କଇଲା, “ମର୍ ସଙ୍ଗ୍ ଆଉ ।”
44 Filip je bio iz Betsaide, iz grada Andrijina i Petrova.
୪୪ଆନ୍ଦ୍ରିୟ ଆରି ପିତର୍ ପାରା ପିଲିପ୍ ମିସା ବେତ୍ସାଇଦା ଗଡର୍ ଲକ୍ ରଇଲା ।
45 Filip nađe Natanaela i javi mu: “Našli smo onoga o kome je pisao Mojsije u Zakonu i Proroci: Isusa, sina Josipova, iz Nazareta.”
୪୫ପିଲିପ୍ ନିତନିଏଲ୍କେ ବେଟ୍ ପାଇ କଇଲା, “ଜନ୍ ଲକର୍ ବିସଇ ମସାର୍ ନିୟମେ ଲେକିରଇଲା ଆରି ବବିସତ୍ବକ୍ତାମନ୍ ଲେକି ଆଚତ୍, ଆମେ ତାକେ ଦେକ୍ଲୁ ଆଚୁ । ସେ ଜସେପର୍ ପିଲା ନାଜରିତ୍ ଗଡର୍ ଜିସୁ ।”
46 Reče mu Natanael: “Iz Nazareta da može biti što dobro?” Kaže mu Filip: “Dođi i vidi.”
୪୬ନିତନିଏଲ୍ ପିଲିପ୍କେ ପାଚାର୍ଲା, “ନାଜରିତ୍ ଗଡେଅନି କାଇଆଲେ ନିକ ବିସଇ ଆଇସି କି?” ପିଲିପ୍ ତାକେ କଇଲା, “ତୁଇ ଆସିକରି ଦେକ୍!”
47 Kad Isus ugleda gdje Natanael dolazi k njemu, reče za njega: “Evo istinitog Izraelca u kojem nema prijevare!”
୪୭ଜିସୁ ନିତନିଏଲ୍କେ ତାର୍ ଲଗେ ଆଇବାଟା ଦେକି ତାର୍ ବିସଇ ନେଇ କଇଲା, “ଏଦେ ଦେକା! ଏ ଗଟେକ୍ ଇସ୍ରାଏଲର୍ ସତ୍ ଲକ୍, ଏ ଲକର୍ତେଇ କାଇମିସା କୁଟ୍କପଟ୍ ନାଇ ।”
48 Kaže mu Natanael: “Odakle me poznaješ?” Odgovori mu Isus: “Vidjeh te prije negoli te Filip pozva, dok si bio pod smokvom.”
୪୮ନିତନିଏଲ୍ ଜିସୁକେ ପାଚାର୍ଲା “ମକେ କେନ୍ତି ଜାନୁସ୍?” ଜିସୁ କଇଲା, “ପିଲିପ୍ ତମ୍କେ ଡାକ୍ବା ଆଗ୍ତୁ ମୁଇ ତକେ ଡୁମ୍ରି ଗଚ୍ ତଲେ ଦେକି ରଇଲି ।”
49 Nato će mu Natanael: “Učitelju, ti si Sin Božji! Ti kralj si Izraelov!”
୪୯ତାର୍ ପଚେ ନିତନିଏଲ୍ ଜିସୁକେ କଇଲା, “ଏ ଗୁରୁ, ତମେ ପର୍ମେସରର୍ ପିଲା ଆରି ଇସ୍ରାଏଲର୍ ରାଜା!”
50 Odgovori mu Isus: “Stoga što ti rekoh: 'Vidjeh te pod smokvom', vjeruješ. I više ćeš od toga vidjeti!”
୫୦ଜିସୁ ତାକେ କଇଲା, “ମୁଇ ତକେ ଡୁମ୍ରି ଗଚ୍ ତଲେ ଟିଆଅଇଲାଟା ଦେକ୍ଲି ବଲି କଇଲାକେ ବିସ୍ବାସ୍ କଲୁସ୍ନି କି? ଇତିଅନି ଆରି ଅଦିକ୍ ବଡ୍ ବଡ୍ କାବା ଅଇଜିବା ବିସଇମନ୍ ଦେକ୍ସୁ ।”
51 I nadoda: “Zaista, zaista, kažem vam: gledat ćete otvoreno nebo i anđele Božje gdje uzlaze i silaze nad Sina Čovječjega.”
୫୧ଜିସୁ ଆରି ତରେକ୍ କଇଲା, “ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।”