< ୨ କରନ୍ତି 5 >
1 କାୟ୍ତାକ୍ବଃଲେକ୍ ଅଃମି ଜାଣିଆଚୁ, ଜୁୟ୍ ତୁମ୍ ହର୍ ହୁର୍ତିବିର୍ ଗଃରେ ଅଃମି ଅଃବେ ବାସା କଃରୁଲୁ, ସେରି ନାସ୍ ଅୟ୍ଗଃଲେକ୍, ଇସ୍ୱର୍ ଅଃମିକ୍ ସଃର୍ଗେ ସଃବୁ ଦିନ୍ ରେତା ଗଃର୍ ଜାଗାୟ୍ ଦଃୟ୍ଦ୍ । ସେରି ମାନାୟ୍ ଆତେ ତିଆର୍ କଃଲାର୍ ନାୟ୍, ମଃତର୍ ସେରି ନିଜେ ଇସ୍ୱର୍ ତିଆର୍ କଃଲାର୍, ଜୁୟ୍ରି ସଃବୁ ଦିନ୍ ରଃୟ୍ଦ୍ । (aiōnios )
Víme zajisté, že byl-li by tohoto našeho zemského přebývání stánek zbořen, stavení od Boha máme, příbytek ne rukou udělaný, věčný v nebesích. (aiōnios )
2 ଜୁୟ୍ତାର୍ ଗିନେ ଅଃମିମଃନ୍ ତ ଅଃମିମଃନାର୍ ସଃର୍ଗାର୍ ଗଃର୍ହର୍ ବଃସ୍ତର୍ ହିନ୍ଦୁକ୍ ଗଟେକ୍ ମଃନେ ଇଚା କଃରି ଇ ଗଃରେ ରେଉଁରେଉଁ ଦୁକେ କାନ୍ଦୁଲୁ ।
Pročež i v tomto stánku vzdycháme, v příbytek náš, kterýž jest s nebe, oblečeni býti žádajíce,
3 ମଃତର୍ ସେ ସଃର୍ଗାର୍ ଗଃରେ ଗଃଲେକ୍, ଅଃମିମଃନ୍ ନଃଗ୍ଳା ନଃଡିସୁ ।
Jestliže však oblečení a ne nazí nalezeni budeme.
4 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଇ ତୁମ୍ ତଃୟ୍ ବାସା କଃରି ବଜ୍ ବୟ୍ ଦୁକେ କାନ୍ଦୁଲୁ; ଜୁୟ୍ତାର୍ ଗିନେ ଅଃମିମଃନ୍ ଜେ ହୁର୍ତିବିର୍ ବଃସ୍ତର୍ ଚାଡୁକ୍ ମଃନ୍ କଃରୁଲୁ, ସେରି ନାୟ୍, ମଃତର୍ ଜିବନ୍ ଜଃନ୍କଃରି ମଃର୍ନ୍କେ ଡାହେଦ୍, ଇତାର୍ ଗିନେ ଇ ବଃସ୍ତର୍ ଉହ୍ରେ ସଃର୍ଗାର୍ ବଃସ୍ତର୍ ହିନ୍ଦୁକ୍ ଅଃମିମଃନ୍ ମଃନ୍ କଃରୁଲୁ ।
Nebo kteříž jsme v tomto stánku, lkáme, jsouce obtíženi, poněvadž bychom nechtěli svlečeni býti, ale přiodíni, aby pohlcena byla smrtelnost od života.
5 ଆର୍ ଜେ ଇତାର୍ ଗିନେ ଅଃମିମଃନ୍କେ ଜଃଗ୍ରାତ୍ କଃରି ଆଚେ, ସେ ଇସ୍ୱର୍, ସେ ଅଃମିମଃନ୍କ୍ ସଃୟ୍ତ୍ ହଃର୍କାରେ ପବିତ୍ର ଆତ୍ମା ହେଁ ଦାନ୍ କଃରିଆଚେ ।
Ten pak, kdož nás tak k tomu způsobil, Bůhť jest, kterýž i dal nám závdavek Ducha svého.
6 ତଃବେ ଅଃମିମଃନ୍ ସଃବୁବଃଳ୍ ସାସ୍ ଦଃରି ଆଚୁ, ଆର୍ ଇ ଗଃଗାଳାର୍ ଗଃରେ ଜୁୟ୍ ହଃତେକ୍ ବାସା କଃରୁଲୁ, ସେ ହଃତେକ୍ ଜେ ଅଃମିମଃନ୍ ମାପ୍ରୁର୍ ଗଃରେହୁଣି ଦୁରିକ୍ ବାସା କଃରୁଲୁ, ଇତି ଜାଣିଆଚୁ ।
Protož doufanlivé mysli vždycky jsouce, a vědouce, že dokudž pohostinu jsme v tomto těle, vzdáleni jsme ode Pána,
7 କାୟ୍ତାକ୍ବଃଲେକ୍ ଅଃମିମଃନ୍ ଡିସ୍ତା କଃତାୟ୍ ଜିବନ୍ ନଃକାଟି, ବିସ୍ୱାସେ ଜିବନ୍ କାଟୁଲୁ ।
(Nebo skrze víru chodíme, a ne skrze vidění tváři Páně, )
8 ହିଁ ଅଃମିମଃନ୍ ସାସି, ଆର୍ ଇ ଗଃଗାଳେ ହୁଣି ଦୁରିକ୍ ବାସା କଃରି ମାପ୍ରୁର୍ ତଃୟ୍ ବାସା କଃରୁଲାକ୍ ଅଃମିମଃନାର୍ ବୁତେକ୍ ସଃର୍ଦା ।
Doufanlivéť pak mysli jsme, a oblibujeme raději vyjíti z těla a přijíti ku Pánu.
9 ଇତାର୍ ଗିନେ ହେଁ ବାସା କଃର୍ତା ଲକ୍ ଅଃଉଆ କି ହଃର୍ଦେସ୍ୟା ଅଃଉଆ, ତାର୍ ତଃୟ୍ ସଃର୍ଦାର୍ ଲକ୍ ଅଃଉଁକେ ଅଃମିମଃନାର୍ ବଃଡେ ମଃନ୍ ।
Protož i usilujeme buď v těle pohostinu jsouce, buďto z těla se berouce, jemu se líbiti.
10 କାୟ୍ତାକ୍ବଃଲେକ୍ ନିକ ଅଃଉଅ କି କଃରାବ୍ ଅଃଉଆ, ହଃତିଲକ୍ ଅଃହ୍ଣାର୍ ହୁର୍ତିବିର୍ ଗଃଗାଳ୍ କଃଲା କାମ୍ ହଃର୍କାରେ ହଃଳ୍ ହାଉଁକ୍ କ୍ରିସ୍ଟର୍ ବିଚାର୍ କଃର୍ତା ଟାଣେ ଅଃମି ସଃବୁ ଲକେ ଜାଣାୟ୍ ଅଃଉଁକେ ଅୟ୍ଦ୍ ।
Všickni my zajisté ukázati se musíme před soudnou stolicí Kristovou, aby přijal jeden každý odplatu za to, což skrze tělo působil, podle toho, jakž práce čí byla, buďto v dobrém, nebo ve zlém.
11 ତଃବେ ମାପ୍ରୁକ୍ ଡିର୍ତା କଃତା ଜାଣ୍ଲାକ୍ ଅଃମିମଃନ୍ ଲକ୍ମଃନ୍କେ ସିକାଉଁଲୁ, ମଃତର୍ ଅଃମିମଃନ୍ ଇସ୍ୱରାର୍ ଚଃମେ ନିକ କଃରି ଜାଣାୟ୍ ଅୟ୍ ଆଚୁ, ଆର୍ ତୁମିମଃନାର୍ ବାବ୍ନା ତଃୟ୍ ହେଁ ଜେ ନିକକଃରି ଜାଣାୟ୍ ଅୟ୍ ଆଚୁ, ଇରି ମୁୟ୍ଁ ଆସା କଃରୁଲେ ।
Protož znajíce tu hrůzu Páně, lidem k víře sloužíme, Bohuť pak známi jsme. A nadějiť mám, že i svědomí vašemu známi jsme.
12 ଅଃମିମଃନ୍ ଆରେକ୍ ଗଟ୍ତର୍ ତୁମାର୍ ଚଃମେ ନିଜାର୍ ଗୁଣ୍ଗିତ୍ ନଃକଉଁ, ମଃତର୍ ଜୁୟ୍ ଲକ୍ମଃନ୍ ମଃନ୍ବିତ୍ରାର୍ କଃତାକ୍ ଗଃର୍ବ୍ ନଃକେରି ହଃଦାର୍ କଃତାୟ୍ ଗଃର୍ବ୍ କଃର୍ତି, ସେମଃନ୍କେ ଜଃନ୍କଃରି ଉତୁର୍ ଦେଉଁକ୍ ହାରାସ୍, ଇତାର୍ ଗିନେ ଅଃମିମଃନାର୍ ବାଟ୍ୟା ଗଃର୍ବ୍ କଃରୁକେ ତୁମିମଃନ୍କେ ବାଟ୍ ଦେଉଁଲୁ ।
Neboť ne sami sebe opět vám chválíme, ale příčinu vám dáváme, abyste se chlubili námi, a abyste to měli proti těm, kteříž se v tvárnosti chlubí, a ne v srdci.
13 କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ନିର୍ବୁଦିଆ, ସେରି ଇସ୍ୱରାର୍ ଗିନେ, କି ଜଦି ଅଃମିମଃନ୍ ବୁଦିଆ, ସେରି ତୁମିମଃନାର୍ ଗିନେ ।
Nebo buďto že nesmyslní jsme, Bohu nesmyslní jsme; buď že jsme rozumní, vám rozumní jsme.
14 କାୟ୍ତାକ୍ବଃଲେକ୍ କ୍ରିସ୍ଟର୍ ଲାଡ୍ ଅଃମିମଃନ୍କ୍ ଆୟ୍ତ୍ କଃରି ଚାଲାଉଁଲି, ଜୁୟ୍ତାର୍ ଗିନେ ଅଃମିମଃନ୍ ଇ ବିଚାର୍ କଃରୁଲୁ ଜେ, ଏକ୍ଲା ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃରି ରିଲାକ୍ ସଃବୁ ଲକ୍ ମଃନାର୍ ବାଗିଦାରି ଅୟ୍ଲାୟ୍ ।
Láska zajisté Kristova víže nás,
15 ଆର୍ ସେ ସଃବୁ ଲକାର୍ ଗିନେ ମଃର୍ନ୍ ବୟଃଗ୍ କଃଲା, ଜଃନ୍କଃରି ଜୁୟ୍ ଲକ୍ମଃନ୍ ଜିବନ୍ ଆଚ୍ତି, ସେମଃନ୍ ଆର୍ ଅଃହ୍ଣା ଅଃହ୍ଣାର୍ ଗିନେ ଜିବନ୍ ନଃକାଟି, ଜେ ସେମଃନାର୍ ଗିନେ ମଃର୍ନ୍ ବୟଃଗ୍ କଃଲା ଆର୍ ଉଟ୍ଲା, ତାର୍ ଗିନେ ଜିବନ୍ କାଟ୍ତି ।
Jakožto ty, kteříž tak soudíme, že poněvadž jeden za všecky umřel, tedyť všickni zemřeli, a že za všecky umřel, aby ti, kteříž živi jsou, již ne sami sobě živi byli, ale tomu, kterýž za ně umřel i z mrtvých vstal.
16 ତଃବେ ଆଜିହୁଣି ଅଃମିମଃନ୍ ଗଃଗାଳ୍ ହଃର୍କାରେ କାକେ ବିଚାର୍ ନଃକେରୁ, ଜଦି କ୍ରିସ୍ଟକେ ଗଃଗାଳ୍ ହଃର୍କାରେ ଅଃମିମଃନ୍ ବିଚାର୍ କଃରିରିଲୁ, ଅୟ୍ଲେକ୍ ହେଁ ଅଃବେ ଆର୍ ତାକେ ସେ ହଃର୍କାରେ ବିଚାର୍ ନଃକେରୁ ।
A tak my již od toho času žádného neznáme podle těla. A ačkoli jsme poznali Krista podle těla, ale nyní již více neznáme.
17 ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟ୍ଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟ୍ଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟ୍ଆଚେ ।
Protož jest-li kdo v Kristu, nové stvoření jest. Staré věci pominuly, aj, nové všecko učiněno jest.
18 ମଃତର୍ ସଃବୁ କଃତା ଇସ୍ୱର୍ ତଃୟ୍ହୁଣି ଅୟ୍ଆଚେ; ସେ କ୍ରିସ୍ଟର୍ ତଃୟ୍ ଅଃହ୍ଣାର୍ ସଃଙ୍ଗ୍ ଅଃମିମଃନ୍ ମିସାୟ୍ ଆଚେ ଆର୍ ସେ ମିସାୟ୍ଲା ତଃୟ୍ ସେବା କଃର୍ତା ହଃଦ୍ ଅଃମିମଃନ୍କେ ଦଃୟ୍ଆଚେ ।
To pak všecko jest z Boha, kterýž smířil nás s sebou skrze Jezukrista, a dal nám služebnost smíření tohoto.
19 ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
Nebo Bůh byl v Kristu, smířuje svět s sebou, nepočítaje jim hříchů jejich, a složil v nás to slovo smíření.
20 ତଃବେ ଇସ୍ୱର୍ ଅଃମିମଃନ୍କେ କୁଦ୍ଲାର୍ ଗିନେ ଅଃମିମଃନ୍ କ୍ରିସ୍ଟର୍ ବାଟ୍ୟା ରଃଜାଦୁତାର୍ କାମ୍ କଃରୁଲୁ; କ୍ରିସ୍ଟର୍ ବାଟ୍ୟା ଅୟ୍ ଅଃମିମଃନ୍ ଗଃଉଆରି କଃରୁଲୁ, ଇସ୍ୱର୍ ତୁମିକେ ସଃତ୍ରୁ ତଃୟ୍ହୁଣି ମାପ୍ରୁସାଦ୍ କଃରି ବାଦ୍ଲାଅ ।
Protož my na místo Krista poselství dějeme; a jako by Bůh skrze nás žádal vás, prosíme na místě Kristově, smiřte se s Bohem.
21 ଜାର୍ ତଃୟ୍ ହାହାର୍ ଚିନ୍ କଃଣ୍ଡେକ୍ ନଃରିଲି, ତାକେ ସେ ଅଃମିମଃନାର୍ ଗିନେ ହାହାର୍ ହୁଜା ହର୍ କଃଲା, ଜଃନ୍କଃରି ଅଃମିମଃନ୍ ତାର୍ ଦଃୟ୍ ଇସ୍ୱରାର୍ ଚଃମେ ଦଃର୍ମି ହର୍ ଅଃଉଁନ୍ଦ୍ ।
Nebo toho, kterýž hříchu nepoznal, za nás učinil hříchem, abychom my učiněni byli spravedlností Boží v něm.